Forester Suspended: ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗ: ଫରେଷ୍ଟର ବିପିନ କୁମାର ହରିଜନ ସସ୍ପେଣ୍ଡ

Sep 19, 2026 - 08:44
Forester Suspended: ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗ: ଫରେଷ୍ଟର ବିପିନ କୁମାର ହରିଜନ ସସ୍ପେଣ୍ଡ

"ନବରଙ୍ଗପୁର: ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ସସ୍ପେଣ୍ଡ କଲେ ନବରଙ୍ଗପୁର ଡିଏଫଓ ଉଦୟନ଼ ସୁବୁଦ୍ଧି।ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ସସ୍ପେଣ୍ଡ କରା ଯାଇଛି।Advertisment କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନହେବାରୁ କାର୍ଯ୍ୟାନୁଷ୍ଠାନ ବିପିନ କୁମାର ହରିଜନ ଝରିଗାଁ ମୋହରା ସେକ୍ସନରେ କାର୍ଯ୍ୟରତ ଥ‌ିବା ବେଳେ ବେଆଇନ ଗଛ କାଟିଥିଲେ।

ସେ ଦେଓବନ୍ଧ-ଜାମାଦରପଡ଼ା ରାସ୍ତାରେ ବେଆଇନ ଗଛ କାଟିଥିଲେ।

କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନହେବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Chief Minister: ସେମିକନ୍‌ ଇଣ୍ଡିଆରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ନରାଜରେ "ଓଡ଼ିଶା ସିଲିକନ ଭ୍ୟାଲି" "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।