Former Berhampur Mayor’s Brother Arrested with Three Associates, Gun Seized
#ପୂର୍ବତନ_ମେୟରଙ୍କ_ଭାଇ_ଗିରଫ
ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଭାଇ ଚନ୍ଦ୍ରଶେଖର ଦାସ ଗିରଫ। ସକାଳୁ ଅଟକ ରଖିବା ପରେ ଗୋଷାଣୀନୂଆଗାଁ ଥାନା ପୋଲିସ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି। ଗୋଷାଣୀନୂଆଗାଁ ମୁଖ୍ୟ ରାସ୍ତାରେ ଥିବା ଏକ ଭଡ଼ା ଘରେ ଚନ୍ଦ୍ରଶେଖର ନିଜର ୫ ଜଣ ସହଯୋଗୀଙ୍କୁ ନେଇ ଅପରାଧିକ ଯୋଜନା କରୁଥିବା ଅଭିଯୋଗରେ ପୋଲିସ ଚଢାଉ କରିଥିଲା। ଚନ୍ଦ୍ରଶେଖରଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ଚନ୍ଦ୍ରଶେଖରଙ୍କ ସମେତ କୈଳାସ ମହାନ୍ତି, ସିପୁନ ସାହୁ ଓ ଦେବାଶିଷ ପାତ୍ରକୁ ପୋଲିସ ଗିରଫ କରିଛି। ଚନ୍ଦ୍ରଶେଖରଙ୍କ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ୪ ଜଣଙ୍କ ନାଁ ସଙ୍ଗଠିତ ଅପରାଧ ଓ ମାରଣାସ୍ତ୍ର ରଖିବା ନେଇ ଗୋଷାଣୀ ନୂଆଗାଁ ଥାନାରେ ମାମଲା ରୁଜୁ କରିଛି ପୋଲିସ । ଚନ୍ଦ୍ର ଶେଖର ନିଜର ସହଯୋଗୀଙ୍କୁ ନେଇ କଣ ଅପରାଧିକ ଯୋଜନାରେ କରୁଥିଲେ ସେ ନେଇ ତଦନ୍ତ ଜାରି ରହିଛି।...
#Berhampur#ChandrasekharDas#ShivaShankarDas#Arrest#GosaninuaGaon#GunSeized#OrganisedCrime#PoliceAction#GanjamNews#OdishaCrime#OdishaNews#OdishaTV#OTV
Former Berhampur Mayor Shiva Shankar Das’s brother, Chandrasekhar Das, has been arrested along with three associates by Gosaninua Gaon Police. Police had detained Chandrasekhar earlier in the morning before arresting him and Kailash Mahanti, Sipun Sahu and Debashish Patra. Police reportedly raided a rented house on the main road in Gosaninua Gaon following allegations that Chandrasekhar and five associates were planning a crime. One gun was seized from Chandrasekhar. One of his associates reportedly fled the spot. Police have registered a case against the four arrested persons over organised crime and possession of a weapon, while the investigation continues into the alleged criminal plan.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।