Four PLFI Maoists Arrested: ପୋଲିସ୍ ପଞ୍ଝାରେ ୪ ମାଓବାଦୀ, ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ

Oct 24, 2026 - 08:38
Four PLFI Maoists Arrested: ପୋଲିସ୍ ପଞ୍ଝାରେ ୪ ମାଓବାଦୀ, ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ

ଝାଡ଼ଖଣ୍ଡ ପୋଲିସ୍ ପଞ୍ଝାରେ ୪ ମାଓବାଦୀ।

ଝାଡ଼ଖଣ୍ଡ ଗୁମଲା ପୋଲିସ୍ ପଞ୍ଝାରେ ଧରାପଡ଼ିଛନ୍ତି PLFI ସଂଗଠନର ୪ ମାଓବାଦୀ।

ଜୋନାଲ କମାଣ୍ଡର ବିଶ୍ରାମ କୋଙ୍ଗାଡି ଓରଫ ସୁକୁରା ସମେତ ୪ ମାଓବାଦୀଙ୍କୁ ଗିରଫ କରିଛି ପୋଲିସ।

Advertisment କାମଦରା ଥାନା ଅଞ୍ଚଳର ବୋଙ୍ଗାଡା ଗ୍ରାମ ନିକଟରୁ ସମସ୍ତେ ଗିରଫ ହୋଇଛନ୍ତି।

ବଡ଼ ଅପରାଧ ଘଟାଇବାକୁ ଯୋଜନା କରୁଥିବା ବେଳେ ମାଡ଼ିବସିଲା ପୋଲିସ।

ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।