Gandhamardan mining: ଗନ୍ଧମାର୍ଦ୍ଦନ ଖଣି କାର୍ଯ୍ୟ ବନ୍ଦ କଲେ ପ୍ରଭାବିତ ଅଞ୍ଚଳବାସୀ

Sep 03, 2026 - 14:17
Gandhamardan mining: ଗନ୍ଧମାର୍ଦ୍ଦନ ଖଣି କାର୍ଯ୍ୟ ବନ୍ଦ କଲେ ପ୍ରଭାବିତ ଅଞ୍ଚଳବାସୀ

"କେନ୍ଦୁଝର: ଅଧିକାର ପାଇଁ ରାଜରାସ୍ତାରେ ଲଢେଇ।

ଗନ୍ଧମାର୍ଦ୍ଦନ ଓଏମସି ଖଣି କାର୍ଯ୍ୟ ବନ୍ଦ କଲେ ଖଣି ପ୍ରଭାବିତ ଅଞ୍ଚଳବାସୀ।

ମିଳିଥିବା ସୂଚନା ମୁତାବକ କେନ୍ଦୁଝର ଗନ୍ଧମାର୍ଦ୍ଦନ ଓଏମସି ଖଣିଅଞ୍ଚଳ ପ୍ରଭାବିତ ଅଞ୍ଚଳରେ ସରକାରଙ୍କ ବୈମାତୃକ ମନୋଭାବର ଅଭିଯୋଗ ଆଣି ଅଞ୍ଚଳବାସୀ ପ୍ରତିବାଦ କରିଛନ୍ତି ।

ସେମାନଙ୍କ କହିବା କଥା ଯେ ନିୟମ ଅନୁଯାୟୀ ୧୫ କିଲୋମିଟର ମଧ୍ୟରେ ଥିବା ଅଞ୍ଚଳ ପ୍ରତ୍ୟକ୍ଷ ପ୍ରଭାବିତ ଥିବାବେଳେ ଏଥିରୁ ବଞ୍ଚିତ ରହିଛନ୍ତି ପୁରୁଣା ଅଂଚଳବାସୀ।Advertisment ଆହୁରି ପଢନ୍ତୁ :  Air India: ଯାନ୍ତ୍ରିକ ତ୍ରୁଟି: ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ଲକ୍ଷ୍ନୌକୁ ମାର୍ଗ ପରିବର୍ତ୍ତନ  ୭ ରୁ ୮ କିମି ଦୂରତାରେ ଥିବା ସତ୍ତ୍ୱେ ବାରମ୍ବାର ଉପେକ୍ଷିତ ହେବା ପରେ ଆଜି ଖଣିର ସମ୍ପୂର୍ଣ୍ଣ କାର୍ଯ୍ୟକୁ ବନ୍ଦ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ.।

ଦାବି ପୂରଣ ନହେଲେ ଆଗକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଖଣି ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।