Gold Shop Robbery: ସୁନା ଦୋକାନରୁ ବଡ଼ ଧରଣର ଲୁଟ୍: ସଟର ତାଡ଼ି ସୁନା, ରୁପା ଓ ଟଙ୍କା ନେଇଗଲେ ଦୁର୍ବୃତ୍ତ
"ରାଜନଗର: ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ବଜାରରେ ଥିବା ଜୟଗୁରୁ ସୁନା ଦୋକାନରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ସଟର ତାଡ଼ି ସୁନା, ରୁପା ଅଳଙ୍କାର ସମେତ ଟଙ୍କା ଲୁଟି ନେଇଛନ୍ତି।
ସଟର ତାଡ଼ି ଦୋକାନ ମଧ୍ୟରେ ପଶିବାର ଚିତ୍ର ସିସିଟିଭିରେ କଏଦ ହୋଇଛି।
Advertisment ସିସିଟିଭି ଆଧାରରେ ତଦନ୍ତ କରାଯାଉଛି ପୁଲିସ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିନଥିବା ବେଳେ ସିସିଟିଭି ଆଧାରରେ ତଦନ୍ତ କରାଯାଉଥିବା ପୁଲିସ ସୂଚନା ଦେଇଛି।
Elephant Attack: ଲାଞ୍ଜିଗଡ଼ ବେତିଆପଡ଼ାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।