Gopalpur Harbour Secures 34 Fishing Boats: ଗୋପାଳପୁର ବନ୍ଦରର ସତର୍କତାମୂଳକ ପଦକ୍ଷେପ; ସୁରକ୍ଷିତ ରହିଛି ଆନ୍ଧ୍ରପ୍ରଦେଶର ୩୪ଟି ଡଙ୍ଗା
ବାତ୍ୟା 'ଅର୍ଣ୍ଣବ'କୁ ଦୃଷ୍ଟିରେ ରଖି ଗୋପାଳପୁର ବନ୍ଦର ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଆନ୍ଧ୍ରପ୍ରଦେଶର ପ୍ରାୟ ୩୪ଟି ମାଛଧରା ଡଙ୍ଗାକୁ ବନ୍ଦରର ହାର୍ବର ମଧ୍ୟରେ ସୁରକ୍ଷିତ ରଖାଯାଇଛି ।
ମତ୍ସ୍ୟଜୀବୀଙ୍କ ସୁରକ୍ଷା ସହ ଜୀବନ ଓ ସମ୍ପତ୍ତିର ସୁରକ୍ଷା ଦିଗରେ ଗୋପାଳପୁର ବନ୍ଦର ପ୍ରତିବଦ୍ଧ।
ଶୂନ୍ୟ ମୃତାହତ ଲକ୍ଷ୍ୟ ନେଇ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛି ପ୍ରଶାସନ ।
Advertisment ଗୋପାଳପୁର ବନ୍ଦରର ସତର୍କତାମୂଳକ ପଦକ୍ଷେପ ସୁରକ୍ଷିତ ରହିଛି ଆନ୍ଧ୍ରପ୍ରଦେଶର ୩୪ଟି ଡଙ୍ଗା ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ଗୁରୁତ୍ବ ଶୂନ୍ୟ ମୃତାହତ ସରକାରଙ୍କ ଲକ୍ଷ୍ୟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।