Heavy Rains Trigger Floods Across Odisha: ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶାରେ ବନ୍ୟା, ଇନ୍ଦ୍ରାବତୀ ଡ୍ୟାମର ଗେଟ୍ ଖୋଲିଲା
Aug 24, 2026 - 19:48
Heavy Rains Trigger Floods Across Odisha: ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶାରେ ବନ୍ୟା, ଇନ୍ଦ୍ରାବତୀ ଡ୍ୟାମର ଗେଟ୍ ଖୋଲିଲା
ବନ୍ୟା ବିଭୀଷିକାରୁ ଉତ୍ତର ଓଡ଼ିଶା ମୁକୁଳିବା ପୂର୍ବରୁ ପୁଣି ଥରେ ଉପୁଜୁଛି ବନ୍ୟା ଆଶଙ୍କା। ପ୍ରବଳ ବର୍ଷା ଯୋଗୁଁ ଫୁଲି ଚାଲିଛି ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ସାଳନ୍ଦୀ। ଏଣେ ଏଯାଏଁ ଭୀଷଣ ବର୍ଷା କୋପରୁ ବର୍ତ୍ତି ଆସିଥିବା ଦକ୍ଷିଣ ଓଡ଼ିଶାରେ ଏବେ ବର୍ଷା ବିତ୍ପାତ।
Manoj Kumar Rout
24 Aug 2026 19:41 IST
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।