Horoscope 2026 October 01: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ।
ରାଜନୀତିରେ ସଫଳତା ପାଇବେ।
ଅବିବାହିତଙ୍କର ଲାଗି ରହିଥିବା ବିବାହ କଥା ଆଗକୁ ବଢ଼ିବ।
ଛାତ୍ରଛାତ୍ରୀ ନିଜର ଲେଖାପଢ଼ାରେ ପୂରା ଧ୍ୟାନକେନ୍ଦ୍ରୀତ କରନ୍ତୁ।
Advertisment ବୃଷ: ଅର୍ଥର ଉପଯୋଗ ଠିକ୍ ଉପାୟରେ କରିବେ।
ଆପଣଙ୍କ ପଦବି ଓ ଆୟ ବଢ଼ାଇବା ପାଇଁ ଅବସର ପାଇବେ।
କଠିନ କାମକୁ ପୂରା ନିଶ୍ଚୟ ମନରେ କରିବେ।
ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ମିଥୁନ: ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ପାଇବେ।
ନୂଆ ଗାଡ଼ି କିଣିବାର ସ୍ବପ୍ନ ପୂରା ହେବ।
ପରିବାର ଲୋକ ଆପଣଙ୍କ କଥାର ପୂରା ମାନ ରଖିବେ।
ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।
କର୍କଟ: ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।
ଖେଳଜଗତ ସହ ଯୋଡ଼ି ରହିଥିବା ଲୋକଙ୍କ ଲାଗି ଦିନଟି ଭଲ।
ପରିବାର ଲୋକ ଆପଣଙ୍କ କାମରେ ସହଯୋଗ କରିବେ।
ସିଂହ: ଦିନଟି ବ୍ୟସ୍ତତାଭରା ରହିବ।
ସାମାଜିକ କାର୍ଯ୍ୟରେ ସହଯୋଗ ଦେବା ପାଇଁ ଭାବିବେ।
କୌଣସି ଜରୁରୀ କାମରେ ଯିବାକୁ ଥିବା ଯାତ୍ରା ସୁଖଦ ରହିବ।
ଛାତ୍ରଛାତ୍ରୀ ସଫଳତା ପାଇବେ।
କନ୍ୟା: ଅଫିସରେ ସହଯୋଗୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ।
ନୂଆ ଯୋଜନା ଉପରେ କାମ ଆରମ୍ଭ କରିପାରନ୍ତି।
ଆର୍ଥିକ ସମସ୍ୟା ଦୂର ହେବ।
ବ୍ୟବସାୟ ଆଗକୁ ବଢ଼ାଇବା ସଂପର୍କରେ ଭାବିବେ।
ଆହୁରି ପଢ଼ନ୍ତୁ- Delhi Traffic: ରାସ୍ତାରେ ଶୋଇଥିବା ମହିଳାଙ୍କ ଅଦ୍ଭୁତ ଜିଦ୍: "ମୁଖ୍ୟମନ୍ତ୍ରୀ ଆଲିଙ୍ଗନ କଲେ ଯାଇ ଉଠିବି ନଚେତ କାହାରି କଥା ଶୁଣିବି ନାହିଁ" ତୁଳା: ଅଟକିଥିବା କାମ ସଂପୂର୍ଣ୍ଣ ହେବା ଯୋଗୁଁ ମାନସିକ ଶାନ୍ତି ପାଇବେ।
ଆପଣ ନିଜ ଅହଂକାର ଉପରେ ନିୟନ୍ତ୍ରଣ ରଖିବାକୁ ହେବ।
ଭାଇ ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ।
ବିଛା: ଅଚାନକ ଧନଲାଭ ହେବା ଯୋଗୁଁ ଜରୁରତ ସାମଗ୍ରୀ କିଣିବେ।
ଦାମ୍ପତ୍ୟ ଜୀବନରେ ଆହୁରି ମଧୁରତା ଆସିବ।
ଛାତ୍ରଛାତ୍ରୀ ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ପାଇବେ।
ଧନୁ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀ ଖୁସି ରହିବେ।
ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ।
ପରିବାରରେ ସମସ୍ତେ ଆପଣଙ୍କ ବ୍ୟବହାରରେ ଖୁସି ରହିବେ।
ମକର: ଆର୍ଥିକ ସ୍ଥିତି ମଜଭୁତ ବଜାୟ ରହିବ।
ଶତ୍ରୁପକ୍ଷ ଆପଣଙ୍କ ଯୋଜନାରେ ପ୍ରଭାବିତ ହେବେ।
ଜୀବନରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ।
ଛାତ୍ରଛାତ୍ରୀ ପରିଶ୍ରମର ଭଲ ପରିଣାମ ପାଇବେ।
କୁମ୍ଭ: ଆପଣଙ୍କ ବିନମ୍ର ସ୍ବଭାବର ପ୍ରଶଂସା ହେବ।
ଅଯଥା କଥାଠୁ ଦୁରରେ ରହନ୍ତୁ।
ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ଆପଣଙ୍କ ମନପସନ୍ଦ କାମ ପୂରା କରିବାରେ ସଫଳ ହେବେ।
ମୀନ: କୌଣସି ବ୍ୟକ୍ତିଙ୍କ ଉପରେ ପ୍ରତିଶୋଧର ଭାବନା ରଖନ୍ତୁ ନାହିଁ।
ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ।
ଜୀବନସାଥୀଙ୍କୁ ମନର କଥା କହିବେ।
ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।