Horoscope 2026 September 02: ଜାଣନ୍ତୁ ଆଜିର ରାଶିଫଳ...

Sep 02, 2026 - 00:19
Horoscope 2026 September 02: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ବ୍ୟବସାୟ ସଂପର୍କରେ ଭଲ ସୁଯୋଗ ପାଇବେ।

ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

କଳା ଛାତ୍ର ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।

ପାରିବାରିକ ଜୀବନ ସୁଖକର ହେବ।‌Advertisment ବୃଷ: ଆପଣ ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ।

ଆର୍ଥିକ ଲାଭର ଯୋଗ ଅଛି।

ନିଜ ବ୍ୟବସାୟିକ ଯୋଜନା ପରିବର୍ତ୍ତନ କରିବେ।

ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ। ‌ ମିଥୁନ: ଆପଣଙ୍କୁ ଧନଲାଭ ହେବାର ଆଶା।

ଜୀବନସାଥୀ ସହ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ।

କାରବାର ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯିବାର ଯୋଗ ଅଛି।

ନିଜର ଜିନିଷକୁ ବିଶେଷ ଧ୍ୟାନ ରଖନ୍ତୁ। ‌ କର୍କଟ: ଜୀବନସାଥୀ ସହଯୋଗରେ ଆପଣଙ୍କର କିଛି କାମ ସଂପୂର୍ଣ୍ଣ ହୋଇଯିବ।

ଶିକ୍ଷକଙ୍କ ଲାଗି ଭଲ ଦିନଟିଏ।

କୌଣସି କାମରେ ସଫଳତା ମିଳିବା ଯୋଗୁଁ ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ‌ ସିଂହ: ପୂଜାପାଠରେ ସମୟ ବିତିବ।

କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ରହିବେ।

ବନ୍ଧୁ ସହିତ ବାହାରକୁ ବୁଲି ଯାଆନ୍ତୁ ଆପଣଙ୍କୁ ଖୁସି ମିଳିବ।

ଇଲେକ୍ଟୋନିକ୍ସ ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ। ‌ କନ୍ୟା: ବନ୍ଧୁଠାରୁ ଭଲ ପରାମର୍ଶ ମିଳିବା ଯୋଗୁଁ ଆପଣଙ୍କ କାମ ସରଳ ହୋଇଯିବ।

ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।

ଫ୍ୟାସନଡିଜାଇନିଂ କରିବାର ସୁଯୋଗ ପାଇବେ।

ଆହୁରି ପଢ଼ନ୍ତୁ- Cricket: ୧୦ ଛକା ଏବଂ ୯ ଚୌକା; ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ତୁଳା: ଅଫିସରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ।

ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ।

କ୍ୟାରିୟରରେ ଆପଣ ବଡ଼ ସଫଳତା ପାଇବେ।

ଦାମ୍ପତ୍ୟ ଜୀବନ ମଧୁର ହେବ। ‌ ବିଛା: ପାରିବାରିକ ଜୀବନ ଉତ୍ସବମୁଖର ହେବ।

ଚାକିରିଆଙ୍କ ଲାଗି ଭଲ ଦିନଟିଏ।

କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମନା କରିବାରେ ସକ୍ଷମ ରହିବେ।

ସାମାଜିକ କ୍ଷେତ୍ରରେ ଲୋକମାନଙ୍କୁ ସାହାଯ୍ୟ କରିବେ। ‌ ଧନୁ: ଆର୍ଥିକ ମାମଲାରେ ସଂପର୍କୀୟଙ୍କ ଠାରୁ ସାହାଯ୍ୟ ପାଇବେ।

ଛାତ୍ରଛାତ୍ରୀ ଗୁରୁଜନଙ୍କର ସାହାଯ୍ୟ ପାଇବେ।

ଆଦାନପ୍ରଦାନ ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ ବଡ଼ ଅଶାନ୍ତିକୁ ଅତିକ୍ରମ କରିଯିବେ।   ‌ ମକର: ଦାମ୍ପତ୍ୟ ଜୀବନରେ ଆପୋସୀ ସମାଞ୍ଜସ୍ୟ ଭଲ ରହିବ।

ବ୍ୟବସାୟୀ ଭଲ ଅବସର ପାଇବେ।

ଘର ତିଆରି ଲାଗି ଯୋଜନା କରି ପାରନ୍ତି।

ଛାତ୍ର ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।

କୁମ୍ଭ: କୌଣସି ରଚନାତ୍ମକ କାମ କରିବେ।

ବେପାରରେ ଲାଭ ହେବାର ଆଶା।

ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।

ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମୀନ: ବାପାମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।

ଘରକୁ ବନ୍ଧୁ ଆସିବାର ସମ୍ଭାବନା।

କୌଣସି ବିଶେଷ କାମ ଲାଗି ପରିବାର ଲୋକଙ୍କର ଆପଣଙ୍କ ଉପରେ ଆଶା ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।