Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...

Sep 04, 2026 - 00:15
Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ।

ପାରିବାରିକ ଜୀବନ ପ୍ରସନ୍ନତାଦାୟକ ରହିବ।

ନିଜ କାମ ଅନ୍ୟ ସହରକୁ ଯାଇପାରନ୍ତି।

ଆପଣଙ୍କର ସାକ୍ଷାତ ପ୍ରିୟବନ୍ଧୁ ସହିତ ହେବ।

ସ୍ବାସ୍ଥ୍ୟ ଭଲ ରହିବ। ‌Advertisment ବୃଷ: ବୈବାହିକ ଜୀବନରେ ନୂଆ ଦାୟିତ୍ବ ଆସିବ।

କୌଣସି ସାମାଜିକ ସମାରୋହରେ ନିମନ୍ତ୍ରଣ ପାଇବେ।

ବେପାରରେ ଉନ୍ନତି ହେବ।

ପିଲାଙ୍କୁ ନେଇ ଅଧିକ ସମ୍ବେଦନଶୀଳ ହେବାର ଆବଶ୍ୟକତା ନାହିଁ। ‌ ମିଥୁନ: ବେପାରରେ ଅଚାନକ ଧନଲାଭ ହେବ।

ଶଶୁର ଘରୁ ସୁଖବର ପାଇବେ।

ଟିଭି ବିତର୍କରେ ଆପଣ ସମ୍ମୁଖ ବ୍ୟକ୍ତିଙ୍କୁ ଦବେଇ ରଖି ପାରିବେ।

ପଡ଼ାପଡ଼ୋଶୀ ଆପଣଙ୍କର ପ୍ରଶଂସା କରିବେ। ‌ କର୍କଟ: ଫିଲ୍ମ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିପାରେ।

ଦାମ୍ପତ୍ୟ ଜୀବନରେ ସୁଧାର ହେବ।

ଚାକିରିଜୀବୀ ଭଲ ସୁଯୋଗ ପାଇବେ।

ଘରକୁ କୌଣସି ବନ୍ଧୁଙ୍କ ଆଗମନ ହେବ। ‌‌ ସିଂହ: ବ୍ୟବସାୟରେ ଭଲ ଧନଲାଭ ହେବ।

ଜୀବନସାଥୀଠୁ ଭଲ ଖବର ପାଇବେ।

ଧାର୍ମିକ ଯାତ୍ରାରେ ଯିବା ପାଇଁ ଯୋଜନା ପ୍ରସ୍ତୁତି କରିପାରନ୍ତି।

ଚାକିରିରେ ବଦଳିର ସମ୍ଭାବନା ଅଛି।

ପାରିବାରିକ ଜୀବନ ସୁଖମୟ ହେବ। ‌ କନ୍ୟ‌ା: ବେପାରରେ ଲାଭ ହେବ।

ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ପ୍ରେମୀଯୁଗଳ ଦିନଟି ଖୁସିରେ ଅତିବାହିତ କରିବେ।

ସ୍ବାସ୍ଥ୍ୟ ଠିକ୍ ରହିବ।

ସିନେମା ଦେଖିବାକୁ ଯାଇପାରନ୍ତି।

ଆହୁରି ପଢ଼ନ୍ତୁ- Sonu Sood: ନେପାଳ ବନ୍ୟା: ସହାୟତା ପାଇଁ ପହଞ୍ଚିଲେ ସୋନୁ ସୁଦ୍‌, ସୋସିଆଲ ମିଡିଆରେ ସମାଲୋଚନା ‌ ‌ତୁଳା: ଜମି ବ୍ୟବସାୟୀ ଭଲ ସଉଦା ପାଇବେ।

ମିଡିଆ କ୍ଷେତ୍ରରେ ଥିବା ଲୋକ କୌଣସି ବଡ଼ ଖବର ଉପରେ କାମ କରିବେ।

ଛାତ୍ରଛାତ୍ରୀ ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ପାଇବେ।

ନିଜର ଖାଦ୍ୟପେୟ ଠିକ୍ ରଖନ୍ତୁ।

ବିଛା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ।

ବେପାରରେ ବଢ଼ିଆ ଧନଲାଭ ହେବ।

ପରିବାର ସହିତ ଭଲ ଜାଗାକୁ ବୁଲି ଯିବେ।

ସମାଜ ପାଇଁ ବହୁତ ଭଲ କାମ କରିବେ।

ପ୍ରେମ ଜୀବନ ମଧୁର ହେବ। ‌ ‌ଧନୁ: ବେପାରରେ ଆଶାଠୁ ଅଧିକ ଲାଭ ପାଇବେ।

ଶଶୁର ଘରୁ ଶୁଭ ସୂଚନା ପାଇପାରନ୍ତି।

କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ।

ରୋଜଗାର ପାଇଁ ଉନ୍ନତିର ନୂଆ ମାର୍ଗ ଖୋଲିବ।

ମକର: ବେପାରରେ ଯଥେଷ୍ଟ ଧନଲାଭ ହେବ।

ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି।

ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ।

ଛାତ୍ରଛାତ୍ରୀ ଶିକ୍ଷକଙ୍କର ସାହାଯ୍ୟ ପାଇବେ। ‌ କୁମ୍ଭ: ବେପାର ଦୃଷ୍ଟିରୁ ଦିନଟି ଭଲ ରହିବ।

ଜମିବାଡ଼ି ମାମଲାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ।

ମହିଳାମାନେ କୌଣସି ସାମାରେହାକୁ ଯିବାର ଅବସର ପ୍ରାପ୍ତ ହୋଇପାରେ।

ମୀନ: ବେପାରରେ ଧନଲାଭ ହେବ।

ନିଜ ପାଇଁ କୌଣସି ସାମଗ୍ରୀ କିଣିବେ।

ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ଆପଣଙ୍କ ମନ ଆଧ୍ୟାତ୍ମିକତାରେ ଅଧିକ ଲାଗି ରହିବ।

ବନ୍ଧୁବର୍ଗ ଆପଣଙ୍କ ଘରକୁ ଆସି ପାରନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।