Horoscope 2026 September 25: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ଘରକୁ କୌଣସି ବନ୍ଧୁ ଆସିବେ।
ବିଲଡର୍ସଙ୍କୁ ଧନଲାଭ ହେବ।
ଶିକ୍ଷକଙ୍କର ପଦୋନ୍ନତି ଯୋଗ ଅଛି।
ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
ପ୍ରିୟଜନଙ୍କ ଠାରୁ ଉପହାର ମିଳିପାରେ।
Advertisment ବୃଷ: ବାପାଙ୍କୁ ଆପଣଙ୍କର କୌଣସି କାମ ପାଇଁ ଗର୍ବ ହେବ।
ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି।
ଶତ୍ରୁ ଆପଣଙ୍କଠାରୁ ଦୂରତ୍ବ ବନାଇ ରହିବେ।
ରାଜନୀତିରେ ସଫଳତା ପାଇବେ।
ମିଥୁନ: ଆଗକୁ ବଢ଼ିବା ଲାଗି ଦିନଟି ବହୁତ ଭଲ।
ପରିବାରରେ ସୁଖଶାନ୍ତିର ପରିବେଶ ରହିବ।
କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।
ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
କର୍କଟ: ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ଭାବେ ମୁକାବିଲା କରିବେ।
ଜୀବନସାଥୀ ସହିତ ସିନେମା ଦେଖିବାର ଯୋଜନା କରିବେ।
ବ୍ୟବସାୟ କାମରେ ଭାଇ ସହଯୋଗ କରିବେ।
ସିଂହ: କ୍ୟାରିୟରରେ ଆପଣ କାହାରି ସହଯୋଗ ପାଇବେ।
ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ।
ପ୍ରଶାସନିକ ସେବା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ନୂଆ ଅବସର ପାଇବେ।
କନ୍ୟା: ଭାଗ୍ୟ ଆପଣଙ୍କ ସାଥୀରେ ରହିବ।
ଅନ୍ୟମାନଙ୍କ କାମରେ ନିଜର ମତ ଦିଅନ୍ତୁନାହିଁ।
ଜମି ବିକ୍ରୟ କରିବାକୁ ଚାହୁଥିଲେ ଯଥେଷ୍ଟ ଲାଭ ହେବ।
ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।
ଆହୁରି ପଢ଼ନ୍ତୁ- 🔴Heavy rain: ଆସନ୍ତାକାଲି ଗଜପତି ଜିଲ୍ଲାରେ ସ୍କୁଲ ବନ୍ଦ ତୁଳା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।
ଆପଣ କାହାରିକୁ ମନର କଥା କହିପାରନ୍ତି।
ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢ଼ିବ।
ବାପାମାଆ ପିଲାଙ୍କ ସହିତ ସମୟ ବିତାଇବେ।
ବିଛା: ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ।
ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ।
ରାଜନୀତିରେ ସଫଳତା ପାଇବେ।
ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
ଧନୁ: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।
ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ।
ଅଫିସ କାମରେ ଲାଗି ରହିଥିବା ବାଧା ସମାପ୍ତ ହେବ।
ଡ଼ାକ୍ତରୀ ଛାତ୍ର ସିନିୟରଙ୍କ ସାହାଯ୍ୟ ପାଇବେ।
ମକର: ଜୀବନସାଥୀ ଆପଣଙ୍କୁ ଦେଇଥିବା ବଚନ ପୂରା କରିବେ।
ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।
ବାପା ନିଜର ପିଲା ପାଇଁ ଦରକାରୀ ଜିନିଷ କିଣିବେ।
କୁମ୍ଭ: ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହୋଇପାରେ।
କାମରେ ଘର ଲୋକଙ୍କର ପୂରା ସହଯୋଗ ପାଇବେ।
କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆସିପାରନ୍ତି।
ମୀନ: ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ।
ସମାଜ ହିତରେ କରିଥିବା କାମ ପାଇଁ ସମ୍ମାନିତ ହେବେ।
ସଡ଼କରେ ଚାଲୁଥିବା ସମୟରେ ସତର୍କ ରହନ୍ତୁ।
ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ ରହିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।