Horrific Bus-Truck Collision: ଭୟଙ୍କର ଦୁର୍ଘଟଣା, ଟ୍ରକ୍କୁ ପଛରୁ ପିଟିଲା ବସ୍, ଜଣଙ୍କ ହାତ ଛିଣ୍ଡିଗଲା
ଦୁର୍ଘଟଣାରେ ଛିଣ୍ଡିଲା ହାତ। ଢେଙ୍କାନାଳ ମୋଟଙ୍ଗା ଥାନା ନିମବାହାଳିରେ ଭୟଙ୍କର ଦୁର୍ଘଟଣା। ଟ୍ରକ୍ କୁ ପଛଆଡୁ ପିଟିଲା ବସ୍। ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି l
ଢେଙ୍କାନାଳ ଇନ୍ଦିପୁରରୁ ଏକ ବସ ଯୋଗେ ମେରାମଣ୍ଡଳୀର ଘରୋଇ କମ୍ପାନୀରେ କାମ କରୁଥିବା ୪୦ ଠିକା କର୍ମଚାରୀ ଯାଉଥିଲେ । ହଠାତ୍ ବସ୍ଟି ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ଜଣଙ୍କ ହାତ ଛିଡ଼ି ଯାଇଛି ଓ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
- ଭୟଙ୍କର ଦୁର୍ଘଟଣା
- ଦୁର୍ଘଟଣାରେ ଛିଣ୍ଡିଗଲା ହାତ
- ଟ୍ରକକୁ ପଛଆଡୁ ପିଟିଲା ବସ୍, ୩ ଗୁରୁତର
- ମୋଟଙ୍ଗା ଥାନା ନିମବାହାଳିରେ ଭୟଙ୍କର ଦୁର୍ଘଟଣା
- ୩ ଗୁରୁତର ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।