How Did the Oxygen Cylinder Incident Occur? Ambulance Driver Explains Possible Cause of Fire

Oct 09, 2026 - 13:12
How Did the Oxygen Cylinder Incident Occur? Ambulance Driver Explains Possible Cause of Fire

#କେମିତି_ଫାଟିଲା_ସିଲିଣ୍ଡର ?
ଫାଟିଥିଲା ଅକ୍ସିଜେନ୍ ସିଲିଣ୍ଡର, ନା ଲିକ୍ ହୋଇ ଲାଗିଥିଲା ନିଆଁ? ଉଦଳା ମେଡିକାଲ୍ ପରିସରରେ ଘରୋଇ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ଜନିତ ଅଗ୍ନିକାଣ୍ଡରେ ରୋଗୀଙ୍କ ମୃତ୍ୟୁ ଘଟଣା। ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ୧୫ ବର୍ଷର ଅଭିଜ୍ଞତା ଥିବା ଜଣେ ଆମ୍ବୁଲାନ୍ସ ଡ୍ରାଇଭର। ଘରୋଇ ଆମ୍ବୁଲାନ୍ସରେ କିପରି ରହିଥାଏ ଅକ୍ସିଜେନ୍ ସିଲିଣ୍ଡର ଏବଂ ରୋଗୀଙ୍କୁ କିପରି ଦିଆଯାଏ ଅକ୍ସିଜେନ୍, ତାହା ଦେଖାଇଛନ୍ତି ସେ। ଡ୍ରାଇଭରଙ୍କ କହିବା ଅନୁସାରେ, ଅକ୍ସିଜେନ ସିଲିଣ୍ଡର ଖୋଲିବା ସମୟରେ ସିଲିଣ୍ଡର ଉପରେ ଥିବା ଲକ ଏବଂ ତଳେ ଥିବା ଚାବି ଖୋଲିବାରେ ଆଗ ପଛ ହେଲେ ଅକ୍ସିଜେନ ଲିକ ହୋଇଥାଏ ବୋଲି କହିଛନ୍ତି। ଅକ୍ସିଜେନ ସିଲିଣ୍ଡର ବ୍ଲାଷ୍ଟ କରେ ନାହିଁ, ସିଲିଣ୍ଡରରୁ ଅକ୍ସିଜେନ ଲିକ କରିଥାଏ। ଗାଡିରେ ସର୍ଟ ସର୍କିଟ ଥିଲେ କିମ୍ବା ଗାଡି ଷ୍ଟାର୍ଟରେ ଥିଲେ ସିଲିଣ୍ଡର ଲିକ ହେବା ପରେ ଅକ୍ସିଜେନ ନିଆଁ ଧରିଥାଏ। ତେବେ ପ୍ରକୃତରେ କେମିତି ଘଟିଲା ଏହି ଅଘଟଣ? ଅକ୍ସିଜେନ୍ ଲିକ୍ ନା ଅନ୍ୟ କୌଣସି କାରଣ? ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଏନେଇ ଘଟଣାସ୍ଥଳରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଅଭିଜିତ ବିଶ୍ବାଳ।
#OdishaNews#UdalaMedical#AmbulanceFire#OxygenCylinder#UdalaHospital#BreakingNews#MedicalNews#FireIncident#UdalaAmbulanceFireOdisha#OxygenLeakUdala#AmbulanceIncident_Mayurbhanj#OdishaTV#OTV

A patient died in a fire involving a private ambulance at the premises of Udala Medical in Odisha, in an incident linked to an oxygen cylinder. Was the cylinder damaged, or did leaking oxygen catch fire? A private ambulance driver with 15 years of experience has explained how oxygen cylinders are installed in ambulances and how oxygen is administered to patients. According to the driver, improper operation of the cylinder’s upper lock and lower valve while opening it can lead to oxygen leakage. He said oxygen cylinders do not themselves explode, but leaked oxygen can fuel a fire if there is an electrical short circuit or the vehicle is running. However, the exact cause of the incident remains unclear and will be established only after an investigation. OTV reporter Abhijit Biswal brings further details from the spot.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।