India Win Asian Games Hockey Gold, Odisha Stars Shilanand Lakra & Amit Rohidas Shine
#ଭାରତ_ଜିତିଲା_ସ୍ୱର୍ଣ୍ଣ #ସୁନାପୁଅ_କହିଲେ...
ଏସିଆନ ଗେମସ ହକିରେ ମହିଳାଙ୍କ ପରେ ପୁରୁଷ ଦଳ ଆଣିଛନ୍ତି ସ୍ୱର୍ଣ୍ଣିମ ସଫଳତା । ମାଲେସିଆକୁ ୫-୧ରେ ହରାଇ ଏସିଆଡ ହକି ଗୋଲ୍ଡ ଡିଫେଣ୍ଡ କରିଛନ୍ତି ହରମନପ୍ରୀତଙ୍କ ଟିମ । ପ୍ରଥମ ଥର ଲଗାତାର ଏସୀୟ କ୍ରୀଡା ହକି ସ୍ୱର୍ଣ୍ଣ ପଦକ ଜିତିବା ସହ ୨୦୨୮ ଅଲିମ୍ପିକ ଲାଗି ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି । ଫାଇନାଲରେ ଅଧିନାୟକ ହରମନପ୍ରୀତଙ୍କ ଡବଲ୍ ଗୋଲ୍ ସହ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କ ଫିଲ୍ଡଗୋଲ୍ ବଳରେ ଭାରତ ବଡ ବ୍ୟବଧାନରେ ବିଜୟୀ ହୋଇଛି । ଏହି ସ୍ବର୍ଣ୍ଣ ପଦକ ବିଜେତା ଟିମରେ ଶିଳାନନ୍ଦଙ୍କ ସହ ଅନ୍ୟତମ ଓଡିଆ ଭାବେ ଅମିତ ରୋହିଦାସ ମଧ୍ୟ ଖେଳୁଥିଲେ । ଏଥିସହ ପ୍ରଥମ ଥର ଏସିଆନ ଗେମସରେ ଉଭୟ ପୁରୁଷ ଓ ମହିଳା ଦଳ ହକିରେ ସ୍ବର୍ଣ୍ଣ ପଦକ ଜିତି ରେକର୍ଡ ସୃଷ୍ଟି କରିଛନ୍ତି। ଏନେଇ ଶୁଣନ୍ତୁ କଣ କହୁଛନ୍ତି ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳର ସଦସ୍ୟ ଅମିତ୍ ରୋହିଦାସ ଏବଂ ଶୀଳାନନ୍ଦ ଲାକ୍ରା ।
#AsianGames#IndiaHockey#HarmanpreetSingh#ShilanandLakra#AmitRohidas#HockeyGold#TeamIndia#OdishaHockey#OlympicQualification#MalaysiaVsIndia#IndianHockey#SportsNews#OdishaTV#OTV
India’s men’s hockey team defeated Malaysia 5-1 in the Asian Games final to defend their hockey gold medal. Captain Harmanpreet Singh scored twice, while Odisha’s Shilanand Lakra scored a field goal as India secured a big win and direct qualification for the 2028 Olympics. Amit Rohidas was also part of the gold-winning Indian squad alongside Shilanand. For the first time at the Asian Games, both the Indian men’s and women’s hockey teams have won gold medals. Hear what gold medal-winning Indian hockey team members Amit Rohidas and Shilanand Lakra have to say about the historic achievement.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।