IndiGo Plane Strikes Pole at Airport: ବିମାନ ବନ୍ଦରରେ ଅଘଟଣ, ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ
ଖୁଣ୍ଟରେ ପିଟି ହେଲା ବିମାନ। ଶ୍ରୀନଗର ବିମାନବନ୍ଦରରେ ଖୁଣ୍ଟରେ ପିଟି ହେଲା ବିମାନ। ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର। ଲାଣ୍ଡିଂ ପରେ ବିମାନଟି ଖୁଣ୍ଟରେ ପିଟି ହୋଇଛି। ସକାଳ ପ୍ରାୟ ୯ଟା ବେଳେ ନାଭି ମୁମ୍ବାଇରୁ ଶ୍ରୀନଗର ଆସିଥିବା ବିମାନଟି ପାର୍କିଂ କରିବା ସମୟରେ ଖୁଣ୍ଟରେ ପିଟି ହୋଇଥିଲା।
ମାନୁଆଲ୍ ବିମାନ ସିଡ଼ି ବ୍ୟବହାର କରି ଯାତ୍ରୀ ଏବଂ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଥିଲା। ଏଥିରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ବିମାନ ସେବା ସ୍ବାଭାବିକ ରହିଛି।
ଶ୍ରୀନଗର ବିମାନବନ୍ଦରରେ ଅଘଟଣ
ଖୁଣ୍ଟରେ ପିଟି ହେଲା ବିମାନ
ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର
ଲାଣ୍ଡିଂ ପରେ ବିମାନଟି ଖୁଣ୍ଟରେ ପିଟି ହୋଇଥିବା ସୂଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।