Internal Exams for Ex-Regular Students: ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା, CHSE ସିଲାବସ କମିଟିର ଅନୁମୋଦନ

Aug 29, 2026 - 15:46
Internal Exams for Ex-Regular Students: ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା, CHSE ସିଲାବସ କମିଟିର ଅନୁମୋଦନ

ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି । ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ବି ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ ଇଣ୍ଟରନାଲ ପରୀକ୍ଷା ଦେଲେ ତିନି ବର୍ଷ ପାଇଁ ବୈଧ ରହିବ ରଖିଥିବା ମାର୍କ । ତିନି ବର୍ଷ ଭିତରେ କୃତକାର୍ଯ୍ୟ ନହେଲେ ପୁଣି ଥରେ ୨୦ ମାର୍କ ସମ୍ବଳିତ ଇଣ୍ଟରନାଲ ପରୀକ୍ଷା ଦେବାକୁ ହେବ । 

ଯଦି କୌଣସି ପରୀକ୍ଷାର୍ଥୀ ଇଣ୍ଟରନାଲ ପରୀକ୍ଷା ଠିକ୍ ସମୟରେ ବୈଧ କାରଣରୁ ଦେଇପାରିବେ ନାହିଁ ତାହାଲେ ସେମାନେ ଥିଓରୀ ପରୀକ୍ଷା ସମୟରେ ପରୀକ୍ଷା ଦେବାର ସୁଯୋଗ ପାଇବେ। ଏହି ନୂଆ ନିୟମ ୨୦୨୭ରୁ ଲାଗୁ ହେବ। CHSE ସିଲାବସ କମିଟି ମିଟିଙ୍ଗରେ ଏହି ନୂଆ ନିୟମକୁ ଅନୁମୋଦନ ମିଳିଛି ।.... 

+୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି 
ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ବି ଦେବେ ଇଣ୍ଟରନାଲ ପରୀକ୍ଷା 
ଥରେ ଇଣ୍ଟରନାଲ ପରୀକ୍ଷା ଦେଲେ ୩ ବର୍ଷ ପାଇଁ ରଖିଥିବା ମାର୍କ ବୈଧ ରହିବ 
୩ ବର୍ଷ ଭିତରେ କୃତକାର୍ଯ୍ୟ ନହେଲେ ପୁଣି ଥରେ ଇଣ୍ଟରନାଲ ପରୀକ୍ଷା ଦେବେ 
ଏହି ନୂଆ ନିୟମ ୨୦୨୭ ରୁ ଲାଗୁ ହେବ 
CHSE ସିଲାବସ କମିଟି ମିଟିଂରେ ନୂଆ ନିୟମକୁ ମିଳିଲା ଅନୁମୋଦନ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।