Jaleswar Minor Rape and Murder Case Sparks Political Row, BJD and Congress Demand Fair Probe
#ଜଳେଶ୍ୱର_ଦୁଷ୍କର୍ମ_ଓ_ହତ୍ୟା #ତେଜିଲା_ରାଜନୀତି
ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜିଲା ରାଜନୀତି। ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବିରୋଧୀ ବିଜେଡି ଓ କଂଗ୍ରେସ। ଏହି ଅମାନବୀୟ ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଆଗକୁ ଆସିଛନ୍ତି ବିଜେଡି ଓ କଂଗ୍ରେସ ବିଜେଡିର ପ୍ରତିନିଧିମଣ୍ଡଳୀ ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିବା ବେଳେ ଅନ୍ୟପଟେ କଂଗ୍ରେସ ପକ୍ଷରୁ ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ସହ ନ୍ୟାୟ ଦାବି କରାଯାଇଛି। ବିଜେଡିର ପ୍ରତିନିଧିମଣ୍ଡଳୀ ପୀଡ଼ିତାଙ୍କ ପରିବାରକୁ ଭେଟି ତାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରିଥିଲେ। ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ବ୍ୟତୀତ ଆଉ କେହି ସମ୍ପୃକ୍ତ ଥିଲେ, ସେମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଚିହ୍ନଟ କରି ଆଇନ ପରିସରକୁ ଆଣିବାକୁ ସେମାନେ ଦାବି କରିଛନ୍ତି। ସେପଟେ ଏ ନେଇ ବିଜେପି କିମ୍ବା ସରକାରୀଙ୍କ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ।...
#OTV#JaleswarCase#OdishaNews#JusticeForVictim#FairInvestigation#BJD#Congress#OdishaPolitics#CrimeNews#Jaleswar#PoliceInvestigation#OdishaTV
The alleged rape and murder of a minor girl in Jaleswar has triggered a political controversy, with opposition parties BJD and Congress demanding a fair and impartial investigation and justice for the victim’s family. A BJD delegation visited the bereaved family to offer condolences and discuss the case with them. Meanwhile, Congress leaders reached the police station, staged a protest and demanded justice. The BJD delegation also called for the swift identification and arrest of anyone else involved in the alleged crime, apart from the prime accused. No response was available from the BJP or the government regarding the matter at the time of reporting.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।