Kataka in Darkness: Street Lights Fail Across Busy Roads, Road Safety at Risk
#ସଞ୍ଜ_ହେଉ_ହେଉ_କଟକ_ଅନ୍ଧାର !
ଆଉ ମାତ୍ର ଦିନ କେଇଟା ପରେ ଗଣେଶ ପୂଜା, ଆଉ ସେହିଦିନଠାରୁ ଆରମ୍ଭ ହୋଇଯିବ ପାର୍ବଣ ଋତୁ। ହେଲେ କଟକ ସହର ଏବେ ଚାରି ଆଡେ ଅନ୍ଧାର। ସହରର ନଦୀ ବନ୍ଧ ରାସ୍ତା ଠାରୁ ମୁଖ୍ୟ ରାସ୍ତା ଯାଏଁ ଅଧିକାଂଶ ସ୍ଥାନରେ ଜଳୁନାହିଁ ଷ୍ଟ୍ରିଟ ଲାଇଟ୍। ଫଳରେ ଲେକେ ନାହଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଛୋଟ ବଡ଼ ଦୁର୍ଘଟଣା ବି ଘଟୁଛି। ଯାହାକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ କଟକ ମେୟର କହିଛନ୍ତି, ଟେଣ୍ଡରକୁ ନେଇ କିଛି ସମସ୍ୟା ରହିଛି। ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ।... ଦେଖିବା ଏହି ରିପୋର୍ଟ....
#Kataka#OdishaNews#RoadSafety#StreetLights#KatakaCity#OdishaTV#OTV
Kataka’s busy Sati Chaura Square and several other important stretches are reportedly facing street-light failures, leaving roads in darkness after sunset. The problem has reportedly continued for around 15 days, affecting traffic movement and raising road-safety concerns.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।