Kotia Committee Meeting Tomorrow: କାଲି ବସିବ କୋଟିଆ କମିଟି ବୈଠକ, ବିକାଶ କାର୍ଯ୍ୟର ହେବ ସମୀକ୍ଷା

Oct 26, 2026 - 22:13
Kotia Committee Meeting Tomorrow: କାଲି ବସିବ କୋଟିଆ କମିଟି ବୈଠକ, ବିକାଶ କାର୍ଯ୍ୟର ହେବ ସମୀକ୍ଷା

କୋଟିଆକୁ ନେଇ ଗଠିତ କମିଟିର ଆସନ୍ତାକାଲି ବସିବ ବୈଠକ।

କମିଟି ଅଧ୍ୟକ୍ଷ ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।

ଏଥିରେ କୋଟିଆର ବିକାଶ ନେଇ ଗତ ୨ ବର୍ଷ ଭିତରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା କାମର ସମୀକ୍ଷା ହେବ।

ଆଗକୁ କଣ କଣ ଯୋଜନା ରହିଛି ସେନେଇ ବି ଆଲୋଚନା ହେବ ବୈଠକରେ।

କୋଟିଆ ଆମ ଓଡ଼ିଆ ଅସ୍ମିତାର ପ୍ରତୀକ, ତେଣୁ କୋଟିଆ ପାଇଁ ସମସ୍ତେ ଏକସ୍ବରରେ ଆଗେଇ ଆସି, ଏକ ହୋଇ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି ମନ୍ତ୍ରୀ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।