Lawrence Bishnoi: ନେତାଙ୍କଠାରୁ ଅଭିନେତା ନିଦ ହଜାଇଦେଇଛି ଏହି ଗ୍ୟାଙ୍ଗଷ୍ଟାର
ମୁମ୍ବାଇଠାରୁ ଉତ୍ତର ଭାରତ ପର୍ଯ୍ୟନ୍ତ ଅପରାଧିକ ନେଟୱାର୍କ ଓ ହାଇପ୍ରୋଫାଇଲ୍ ହତ୍ୟା ଘଟଣାକୁ ନେଇ ବାରମ୍ବାର ଚର୍ଚ୍ଚାକୁ ଆସୁଥିବା ନାଁ ହେଉଛି ଲରେନ୍ସ ବିଷ୍ଣୋଇ।
କଲେଜ ରାଜନୀତିରୁ ଅପରାଧ ଜଗତକୁ ପ୍ରବେଶ କରିଥିବା ଏହି ଗ୍ୟାଙ୍ଗଷ୍ଟର ଏବେ ଦେଶର ଅନ୍ୟତମ ଚର୍ଚ୍ଚିତ ଅପରାଧିକ ନେଟୱାର୍କର ମୁଖ୍ୟ ଭାବେ ପରିଚିତ।
ଟାଇଗର ଶ୍ରଫଙ୍କୁ ନେଇ ଆସିଥିବା ଆକ୍ରମଣ ଖବର ପରେ ତାଙ୍କ ନାଁ ପୁଣି ଥରେ ଚର୍ଚ୍ଚାକୁ ଆସିଛି।
ତେବେ କିଏ ଏହି ଲରେନ୍ସ ବିଷ୍ଣୋଇ ?
କିପରି ସେ ଏହି ବାଟରେ ରଖିଥିଲା ପାଦ?
ଆସନ୍ତୁ ଜାଣିବା ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।