Leadership Shake-Up at Tata Sons: ଚନ୍ଦ୍ରଶେଖରନଙ୍କ ଇସ୍ତଫା, ଟାଟା ଗ୍ରୁପରେ ବଡ଼ ପରିବର୍ତ୍ତନ
ଟାଟା ସନ୍ସର ଚେୟାରମ୍ୟାନ ପଦରୁ ଏନ୍. ଚନ୍ଦ୍ରଶେଖରନଙ୍କ ଇସ୍ତଫା । ନୋଏଲ ଟାଟାଙ୍କ ସହ ବିବାଦ ପରେ ଇସ୍ତଫା ଦେଇଥିବା ସୂଚନା। ମୂଳ କମ୍ପାନୀ ଟାଟା ଗ୍ରୁପ ସହିତ ନିଜ ଦାୟିତ୍ବ ଜାରି ରଖିବେ ଚନ୍ଦ୍ରଶେଖରନ। ଟାଟା ଗ୍ରୁପରେ ବଡ଼ ନେତୃତ୍ୱ ପରିବର୍ତ୍ତନର ପ୍ରଭାବ ଶେୟାର ବଜାରରେ ଦେଖିବାକୁ ମିଳିଛି।
TCS ସେୟାରରେ ଭୂକମ୍ପ, ୫ ପ୍ରତିଶତ ଯାଏଁ ଖସିଛି। ଚନ୍ଦ୍ରଶେଖରନ୍ ୨୦୧୭ରୁ ଟାଟା ସନ୍ସ ଚେୟାରମ୍ୟାନ୍ ଭାବେ ଦାୟିତ୍ୱରେ ଅଛନ୍ତି। ତେବେ ସେ ତୁରନ୍ତ ପଦ ଛାଡ଼ୁନାହାନ୍ତି। ତାଙ୍କ ବର୍ତ୍ତମାନର କାର୍ଯ୍ୟକାଳ ୨୦୨୭ ଫେବୃଆରୀ ୨୦ରେ ଶେଷ ହେବ ଏବଂ ସେ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ।
ଟାଟା ସନ୍ସର ଚେୟାରମ୍ୟାନ ପଦରୁ ଏନ୍. ଚନ୍ଦ୍ରଶେଖରନଙ୍କ ଇସ୍ତଫା
ନୋଏଲ ଟାଟାଙ୍କ ସହ ବିବାଦ ପରେ ଇସ୍ତଫା ଦେଇଥିବା ସୂଚନା
ମୂଳ କମ୍ପାନୀ ଟାଟା ଗ୍ରୁପ ସହିତ ନିଜ ଦାୟିତ୍ବ ଜାରି ରଖିବେ ଚନ୍ଦ୍ରଶେଖରନ
୧୯୮୭ରେ ଯୋଗ ଦେଇଥିବା ଚନ୍ଦ୍ରଶେଖରନ ୨୦୧୭ରୁ ଚେୟାରମ୍ୟାନ ରହିଥିଲେ
TCS ସେୟାରରେ ଭୂକମ୍ପ, ୫% ଯାଏଁ ହ୍ରାସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।