Leopard : ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ, ପତୋରା-ଭେରା ରାସ୍ତାରେ ଭିଡିଓ ଭାଇରାଲ
"ନୂଆପଡ଼ା: ନୂଆପଡ଼ା ରେଞ୍ଜ ପତୋରା-ଭେରା ରାସ୍ତାରେ ଏକ କଲରାପତରିଆଦେଖିବାକୁ ମିଳିଛି।
ଫଳରେ ପତୋରା ଅଞ୍ଚଳର ଲୋକେ ଭୟଭୀତହୋଇଛନ୍ତି ।
ଗତକାଲି ସନ୍ଧ୍ୟାରେ ପତୋରା ଗାଁର ଜଣେ ଯୁବକ ସାରାବଙ୍ଗକୁ କୌଣସି କାମରେ ଆସିଥିଲେ।
ରାତି ପ୍ରାୟ ୯ଟାରେ ଯୁବକଜଣକ ବାଇକ୍ରେ ଘରକୁ ଫେରୁଥିଲେ।Advertisment ବୁଦା ମୂଳରେ କଲରାପତରିଆ ବାଘ ବସିଥିଲା ଭେରା ଓ ପତୋରା ମଝିରେ ରାସ୍ତାକଡ଼ରେ ବୁଦା ମୂଳରେ ଏକ କଲରାପତରିଆ ବାଘ ବସିଥିଲା | ଯୁବକ ଜଣକ ବାଇକ୍କୁ ଅଟକାଇ ସାହସ ଜୁଟାଇ ଭିଡିଓ ଉତ୍ତୋଳନ କରିଥିଲେ।
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ପତୋରା, ଧରମବନ୍ଧା ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି।
Sports or Farming?
ଖେଳ ହେବ ନା ଚାଷ?
କାଦୁଅ ପଡ଼ିଆରେ ସାହାଣୀ କପ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।