Lord Alarnath's Divine Bhubanmohan Besha: ପ୍ରଭୁ ଅଲାରନାଥ ଦେବଙ୍କ ଅନବସର ଦର୍ଶନ, ସକାଳୁ ରାତି ଯାଏଁ ଶ୍ରଦ୍ଧାଳୁଙ୍କ ଭିଡ଼
ପ୍ରଭୁ ଅଲାରନାଥ ଦେବଙ୍କ ଅନବସର ଦର୍ଶନ ଆଜି ଦ୍ୱିତୀୟ ଦିନ। ଗତକାଲି ଦିନ ତମାମ ପ୍ରବଳ ଭିଡ଼ ଲାଗି ରହିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଭିଡ଼ ଲାଗି ରହିଥିଲା।
ଗତକାଲି ରାତିରୁ ବର୍ଷା ଲାଗି ରହିଥିବା ବେଳେ ବର୍ଷାକୁ ଖାତିର ନକରି ଭକ୍ତ ମନେ ଭିଜିଭିଜି ଅଲାରନାଥଙ୍କୁ ଦର୍ଶନ ନିମନ୍ତେ ଆସୁଛନ୍ତି। ଭିଡ଼ କମ ଥିବାରୁ ଭକ୍ତ ମାନେ ମନ୍ଦିର ଭିତରେ ଖୋଲା ଦର୍ଶନ କରି କୃତେକୃତ ହେଉଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।