Love And Betrayal Case: ରାଜଧାନୀରେ ଲଭ୍, ସେକ୍ସ ଧୋକା; ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ

Oct 31, 2026 - 20:17
Love And Betrayal Case: ରାଜଧାନୀରେ ଲଭ୍, ସେକ୍ସ ଧୋକା; ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ

ରାଜଧାନୀରେ ଲଭ, ସେକ୍ସ ଧୋକା ।

ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ ଯୁବକ ।

ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଇ ବର୍ଷ ଧରି ଶାରୀରିକ ଶୋଷଣ କରିଥିବା ଅଭିଯୋଗ କରିଛନ୍ତି ପୀଡିତା।

ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡ କାମ କରୁଥିବା ବେଳେ ସାଲିଆସାହିରୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମ କାହାଣୀ ।

Advertisment ପ୍ରତାରଣା ପରେ ଥାନାରେ ପହଞ୍ଚିଥିଲେ ଯୁବତୀ ।

ଗତ ୭ ତାରିଖରେ ମହିଳା ଥାନାରେ ପୀଡିତା ଅଭିଯୋଗ କରିବା ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ ।

ଥାନାରେ ଅଭିଯୋଗ ପରେ କଟକରୁ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।

ରାଜଧାନୀରେ ଲଭ୍, ସେକ୍ସ ଧୋକା ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ ଥାନାରେ ପୀଡିତାଙ୍କ ଅଭିଯୋଗ ଆକ୍ସନ ମୋଡରେ ମହିଳା ଥାନା ପୋଲିସ କଟକରୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।