Major IAS Reshuffle in Odisha: IAS ସ୍ତରରେ ବଡ଼ ଅଦଳବଦଳ, କାହାକୁ ମିଳିଲା କେଉଁ ଦାୟିତ୍ୱ?

Oct 27, 2026 - 14:58
Major IAS Reshuffle in Odisha: IAS ସ୍ତରରେ ବଡ଼ ଅଦଳବଦଳ, କାହାକୁ ମିଳିଲା କେଉଁ ଦାୟିତ୍ୱ?

IAS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର।

ପୋମା ଟୁଡୁ ହେଲେ କୃଷି ବିଭାଗ ନିର୍ଦ୍ଦେଶକ, କାଜୁ ଉନ୍ନୟନ ନିଗମ ଏମଡି ଭାବେ ମଧ୍ୟ ପୋମା ଟୁଡୁଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି।

ଉତ୍ତରାଞ୍ଚଳ ରେଞ୍ଜ୍ RDC ଏବଂ WODC ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ସଂଗ୍ରାମ କେଶରୀ ମହାପାତ୍ର।

ଶୁଭମ ସାକ୍ସେନାଙ୍କୁ BDA ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି।

Advertisment ସେହିପରି ଗାଭାଲି ପରାଗ ହର୍ଷଦଙ୍କୁ NHM ଏମଡି ଦାୟିତ୍ବ, ବିଜୟ ଅମୃତ କୁଲାଙ୍ଗେଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ୍ RDC ଦାୟିତ୍ବ, ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରକ୍ତ ଦାୟିତ୍ବ ମିଳିଛି।

ଓମଫେଡ୍ ଏମଡି ଭାବେ ପ୍ରଣତି ଛୋଟରାୟ ଦାୟିତ୍ବ ତୁଲାଇବେ।

ଶୁବ୍ର କୁମାର ପଣ୍ଡା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ଏମ୍ ଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

IAS ସ୍ତରରେ ଅଦଳ ବଦଳ IAS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର ପୋମା ଟୁଡୁ ହେଲେ କୃଷି ବିଭାଗ ନିର୍ଦ୍ଦେଶକ ପୋମା ଟୁଡୁଙ୍କୁ କାଜୁ ଉନ୍ନୟନ ନିଗମ ଏମ୍ ଡି ଭାବେ ଅତିରିକ୍ତ ଦାୟିତ୍ବ ସଂଗ୍ରାମ କେଶରୀ ମହାପାତ୍ର ହେଲେ ଉତ୍ତରାଞ୍ଚଳ ରେଞ୍ଜ୍ RDC Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।