Mamata's Outburst on Camera: ଦିଦିଙ୍କ ଔଦ୍ଧତ୍ୟ; ବିଚ୍ ରାସ୍ତାରେ ପିଟିଲେ, ନାଲି ଆଖି ଦେଖାଇଲେ

Jul 09, 2026 - 13:04
Mamata's Outburst on Camera: ଦିଦିଙ୍କ ଔଦ୍ଧତ୍ୟ; ବିଚ୍ ରାସ୍ତାରେ ପିଟିଲେ, ନାଲି ଆଖି ଦେଖାଇଲେ

ମମତା ବାନାର୍ଜୀଙ୍କ ଔଦ୍ଧତ୍ୟ। ନିର୍ବାଚନ ହାରିବା ପରେ କାମ କରୁନି ମମତାଙ୍କ ମୁଣ୍ଡ। ନିଜ କର୍ମୀଙ୍କୁ ବିଚ୍ ରାସ୍ତା ଉପରେ ମାରିଲେ ଚାପୁଡ଼ା। ନିଜ କର୍ମୀଙ୍କୁ ଚାପୁଡ଼ା ମାରିବା ସହ ମୁଥ ମାରିଲେ। 

ଗତକାଲି ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ କୋଲକାତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମମତା। ହେଲେ ଭିଡ଼ ଏତେ ବଢ଼ି ଯାଇଥିଲା, ଯାହାକୁ ଦେଖି ବିଚଳିତ ହୋଇପଡ଼ିଥିଲେ ମମତା। ଆଉ ନିଜ କର୍ମୀଙ୍କୁ ପିଟିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।