Meet Smit Machhar & 4 Other Heroes Who Helped Save Lives on FlyDubai Flight

Oct 02, 2026 - 07:24
Meet Smit Machhar & 4 Other Heroes Who Helped Save Lives on FlyDubai Flight

#ସ୍ମିତଙ୍କ_ସହ_ଅନ୍ୟ_୪_ହିରୋଙ୍କ_କାହାଣୀ
୨୦୦୧ରେ ଆମେରିକାରେ ଯାହା ଘଟିଥିଲା, ଇସ୍ରାଏଲରେ ସେମିତି କିଛି ଘଟାଇବାକୁ ହୋଇଥିଲା କି ଆତଙ୍କବାଦୀଙ୍କ ଯୋଜନା ? ଟ୍ବିନ୍ ଟାୱାରରେ 9/11 ବ୍ଲାଷ୍ଟ ଭଳି କରିବାକୁ ବିମାନକୁ ୩୦ ହଜାର ଫୁଟ୍ ତଳକୁ ଓହ୍ଲାଇ ଦିଆଯାଇଥିଲା? କାରଣ ଫ୍ଳାଏ-ଦୁବାଇ ବିମାନରେ ଯାହା ଘଟିଛି, ସେଇ ଘଟଣା ବର୍ଷ ବର୍ଷ ଯାଏଁ ମନେ ରହିବ। ଖାଲି ସୀମାରେ, ଯୁଦ୍ଧ ବେଳେ ଲଢ଼େଇ ହୁଏନି, ବରମ୍ ନିଜ ଜୀବନକୁ ବାଜିରେ ଲଗାଇ ଅନ୍ୟର ଜୀବନ ପାଇଁ ଲଢ଼ିବାକୁ ପଡ଼େ। ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାର ତ ସାହସିକତାର ସବୁ ସୀମା ପାର କରିଛନ୍ତି। ତାଙ୍କ ସହ ଆଉ ୪ ଯାତ୍ରୀ ଯିଏ ନଥିଲେ ବୋଧେ ଶତାଧିକ ଲୋକଙ୍କ ଜୀବନ ଯାଇଥାନ୍ତା। ସିଂହ ଭଳି ସାହସ ନେଇ ଆତଙ୍କବାଦୀ ଉପରେ ଡିଆଁ ମାରି ସବୁ ଷଡ଼ଯନ୍ତ୍ରକୁ ମାଡ଼ି ମକଚି ଦେଇଥିଲେ ଏଇ ୪ ହିରୋ।

Indian pilot Smit Machhar and four brave passengers showed extraordinary courage during a tense incident aboard a FlyDubai flight. Their quick actions and bravery may have helped prevent a much bigger tragedy, putting their own lives at risk to protect hundreds of others. Here’s the story of the five heroes whose courage will be remembered for years.

#SmitMachhar#FlyDubai#FlyDubaiFlight#IndianPilot#Heroes#Bravery#Courage#Passengers#AviationNews#FlightIncident#TerrorPlot#Israel#911#BreakingNews#WorldNews#IndiaNews#OdishaTV#OTV#news_room_2_o

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।