Minister Bibhuti Jena Faces Public Anger Over Flood Relief and Rescue Lapses in Hinjilicut
#ଅବ୍ୟବସ୍ଥାକୁ_ନେଇ_ମନ୍ତ୍ରୀଙ୍କୁ_ଘେରିଲେ
ହିଞ୍ଜିଳିକାଟୁ ବ୍ଲକର ବନ୍ୟା ପରିସ୍ଥିତି ସମୀକ୍ଷା କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ଖଣ୍ଡରା ଛକରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସରକାର ଙ୍କ ଅବ୍ୟବସ୍ଥା କୁ ନେଇ ଘେରିଲେ ଜନ ସାଧାରଣ। ବନ୍ୟା ପାଣି ଘେରରେ ଥିବା ଉଦ୍ଧାର କାର୍ଯ୍ୟ ରେ ଅବହେଳା। ରିଲିଫ ବଣ୍ଟନ ରେ ଅବହେଳା । ବନ୍ୟା ପରିସ୍ଥିତି ଗଭୀର ସମୟ ରେ ଗତ କାଲି ସକାଳ ଠାରୁ ୨୪ ଘଣ୍ଟା ଧରି ନେଟୱର୍କ ଓ ଇଣ୍ଟରନେଟ ସେବା ବନ୍ଦ ,ହିଞ୍ଜିଳିକାଟୁ ରୁ ଆସିକା ଜାତୀୟ ରାଜପଥ ର ବିଭିନ୍ନ ସ୍ଥାନ ରେ ଭାଙ୍ଗିଥିବା ରାସ୍ତା କୁ କେତେ ଦିନ ମଧ୍ୟରେ ମରାମତି କରାଯିବ ବୋଲି ପ୍ରଶ୍ନ କରିବାରୁ ମନ୍ତ୍ରୀ ହେଲେ ଘାଇଲା ।
#OTV#OdishaNews#BibhutiJena#Hinjilicut#GanjamFlood#FloodRelief#RescueOperation#KhandaraChhak#Asika#RoadDamage#OdishaGovernment#OdishaTV
State Commerce and Transport Minister Bibhuti Jena visited Khandara Chhak to review the flood situation in Hinjilicut block. However, local residents confronted him over alleged administrative lapses in rescue operations and relief distribution. They also raised concerns over the disruption of mobile network and internet services for nearly 24 hours during the flood crisis. Residents questioned the government over the timeline for repairing damaged stretches of the Hinjilicut–Asika National Highway. The minister faced tough questions from the public during his visit.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।