Minor Girl Allegedly Raped and Pregnant at Correctional Home in Kendrapada
#ସୁଧାର_ଗୃହରେ_ନାବାଳିକା_ଅନ୍ତସତ୍ତ୍ୱା_ଅଭିଯୋଗ
ସୁଧାର ଗୃହରେ ନାବାଳିକା ଛାତ୍ରୀ ଅନ୍ତସତ୍ତ୍ୱା ଅଭିଯୋଗ । କେନ୍ଦ୍ରାପଡା ସଦର ଥାନା ଗରାପୁର ଅଞ୍ଚଳରେ ଥିବା ଏକ ସୁଧାର ଗୃହରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ସେଠାରେ ରହୁଥିବା ଝାଡ଼ଖଣ୍ଡର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଅନ୍ତଃସତ୍ତ୍ୱା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି l ସେମାନଙ୍କ ମଧ୍ୟରୁ ଜଣେ ସୁଧାର ଗୃହର ସୁରକ୍ଷାକର୍ମୀ ହୋଇଥିବା ବେଳେ ଅନ୍ୟଜଣେ ନାବାଳକ ଅନ୍ତେବାସୀ l ସୁଧାର ଗୃହରେ ଥିବା ଅନ୍ୟ ଅନ୍ତେବାସୀଙ୍କୁ ପ୍ରଶାସନ ପକ୍ଷରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଇଛି l ଘଟଣାରେ ପୋଲିସ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ଶିଶୁ ମଙ୍ଗଳ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l ପୀଡ଼ିତାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଏ ନେଇ ଅଭିଯୋଗ କରାଯାଇଛି l
#Kendrapada#MinorGirl#CorrectionalHome#RapeAllegation#ChildProtection#OdishaCrime#PoliceInvestigation#ChildWelfareCommittee#OdishaNews#OdishaTV#OTV
An alleged case of a minor girl becoming pregnant has come to light at a correctional home in the Garapur area under Kendrapada Sadar police station. The minor girl, a student from Jharkhand, was allegedly raped while staying at the correctional home. Police have arrested two persons in connection with the incident—one is a security guard at the correctional home, while the other is a minor inmate. Following the incident, the administration shifted the other inmates to another location. Police, the District Child Protection Unit and the Child Welfare Committee have launched an investigation. The victim’s family has lodged a complaint at Sadar police station.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।