Minor Girl Rescued From Isolated Place in Balasore, Police Begin Probe
#ନାବାଳିକାକୁ_ଦୁଷ୍କର୍ମ !
ବାଲେଶ୍ୱର କମର୍ଦ୍ଦା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ । ପରିତ୍ୟକ୍ତ ସ୍ଥାନରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାକୁ ନେଇ କମର୍ଦ୍ଦା ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । କମର୍ଦ୍ଦା ଥାନା ଅଞ୍ଚଳରେ ଘଟିଥିବା ଏହି ଅଭାବନୀୟ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଘଟଣା ସହ ଜଡ଼ିତ ସମସ୍ତ ଦିଗକୁ ପୋଲିସ ଯାଞ୍ଚ କରୁଥିବା ଜଣାପଡ଼ିଛି।
ନାବାଳିକାଙ୍କ ବୟାନ, ଘଟଣାସ୍ଥଳ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ତଦନ୍ତ ଆଗକୁ ବଢ଼ୁଛି। ଆବଶ୍ୟକ ହେଲେ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ସହ ଆଇନ ଅନୁଯାୟୀ ଅନ୍ୟାନ୍ୟ ପଦକ୍ଷେପ ନିଆଯିବ।ତେବେ ଏହି ଘଟଣାରେ କିଏ ସମ୍ପୃକ୍ତ, ଘଟଣା କେଉଁ ପରିସ୍ଥିତିରେ ଘଟିଥିଲା ସେନେଇ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ...
#Balasore#KamardaPolice#MinorGirl#CrimeNews#PoliceInvestigation#OdishaCrime#OdishaNews#ChildSafety#CrimeUpdate#OdishaTV#OTV
An allegation of rape involving a minor girl has been reported from the Kamarda police station area of Balasore. The girl's family has alleged that she was rescued from an isolated place and subsequently lodged a written complaint at Kamarda police station, following which police began an investigation. Police are examining all aspects of the case based on the complaint, including the minor's statement, the reported incident site and other available information. If required, a medical examination and other legal steps will be taken as per law. Police said the exact circumstances of the incident and the identity of anyone involved will become clear as the investigation progresses.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।