Mother and Two Sons Allegedly Involved in Drug Trade: ବ୍ରାଉନସୁଗାର ରାକେଟ୍ ଠାବ, ମା’ ଓ ଦୁଇ ପୁଅଙ୍କ ସମେତ ୬ ଗିରଫ
ଜଗତସିଂହପୁରରେ ନିଶା କାରବାରର ବଡ଼ ଖୁଲାସା।
ତିର୍ତ୍ତୋଲ ଅଞ୍ଚଳରେ ପୋଲିସର ଚଢ଼ାଉ ବେଳେ ଜବତ ହୋଇଛି ୬୦ ଗ୍ରାମ ବ୍ରାଉନସୁଗାର।
ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ।
ଏହାସହ କାର୍, ବାଇକ୍, ସ୍କୁଟି, ୫ଟି ମୋବାଇଲ୍ ଫୋନ୍ ଓ ନଗଦ ୮ ହଜାର ୨୦୦ ଟଙ୍କା ଜବତ କରାଯାଇଛି।
Advertisment ଗୋଟିଏ ପରିବାରର ମା' ଓ ଦୁଇ ପୁଅ ଏହି ନିଶା କାରବାରରେ ସାମିଲ ଥିବା ଅଭିଯୋଗ ହୋଇଛି।
ନିଶା କାରବାରର ଚେର ଖୋଜିବା ସହ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି ପୋଲିସ।
ଏହି ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ଅଙ୍କିତ ବର୍ମା।
ବ୍ରାଉନସୁଗାର ରେଡ୍; ୬ ଗିରଫ ତିର୍ତ୍ତୋଲ ଅଞ୍ଚଳରେ ପୋଲିସର ରେଡ୍ ବ୍ରାଉନସୁଗାର ରାକେଟର ପର୍ଦ୍ଦାଫାସ ୬୦ ଗ୍ରାମ ବ୍ରାଉନସୁଗାର ଜବତ, ୬ ଗିରଫ ନିଶା କାରବାରରେ ମା' ଓ ଦୁଇ ପୁଅ ଗିରଫ କାର୍, ବାଇକ୍ ସହ ନଗଦ ୮,୨୦୦ ଟଙ୍କା ଜବତ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଟିମ୍ ଗଠନ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।