Moving Car Suddenly Catches Fire: ଚଳନ୍ତା କାରରେ ହଠାତ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Sep 06, 2026 - 22:21
Moving Car Suddenly Catches Fire: ଚଳନ୍ତା କାରରେ ହଠାତ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Moving Car Suddenly Catches Fire: ଚଳନ୍ତା କାରରେ ହଠାତ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଝାରସୁଗୁଡା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ଅଘଟଣ । ହଠାତ ଜଳି ଉଠିଲା ଚଳନ୍ତା କାର୍ । କାର ଜଳୁଥିବା ବେଳେ ସମସ୍ତ ଯାତ୍ରୀ ଓହ୍ଲାଇ ପଡିଥିଲେ । ସ୍ଥାନୀୟ ଲୋକେ ପାଣି ଓ ନିଆଁ ଲିଭା ଗ୍ୟାସ ନେଇ ନିଆଁକୁ ଲିଭାଇଥିଲେ

author-image
Manoj Kumar Rout
06 Sep 2026 22:00 IST