Murder: କୋଇଡ଼ାରେ ଜଗୁଆଳିଙ୍କୁ ହତ୍ୟା: କ୍ରସର ଜଗିଥିବା ବେଳେ ସନାତନ ମୁଣ୍ଡାଙ୍କ ମୃତ୍ୟୁ; ପୁଲିସର ତଦନ୍ତ ଜାରି

Oct 13, 2026 - 08:46
Murder: କୋଇଡ଼ାରେ ଜଗୁଆଳିଙ୍କୁ ହତ୍ୟା:  କ୍ରସର ଜଗିଥିବା ବେଳେ ସନାତନ ମୁଣ୍ଡାଙ୍କ ମୃତ୍ୟୁ; ପୁଲିସର ତଦନ୍ତ ଜାରି

"କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରେ ଅଘଟଣ।

ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳିସନାତନ ମୁଣ୍ଡା (୪୫)ଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ।

ଗତକାଲି ରାତିରେ କମ୍ପାନୀ ସାମଗ୍ରୀ ଜଗି ରହିଥିବା ବେଳେ ଘଟିଛି ଏହି ହତ୍ୟାକାଣ୍ଡ।Advertisment ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ସୂଚନା ଅନୁଯାୟୀ, ସର୍ଗୀଗଡ଼ ଗାଁରେ ନୂତନ ଖଣି ଖୋଲିବାକୁ ନେଇ ପୂର୍ବରୁ ଅଶାନ୍ତି ଲାଗିରହିଥିଲା।

ହତ୍ୟାକାଣ୍ଡର କାରଣ ଓ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି ରହିଛି।

Rourkela Railway Station: ରାଉରକେଲା ରେଳ ଷ୍ଟେସନରେ ପାର୍କିଂ ଦର କମିବ: ୪୭ ଟଙ୍କା ବଦଳରେ ୨୦ ଟଙ୍କା, ପିକ୍‌ଅପ୍‌-ଡ୍ରପ୍‌ ଶୁଳ୍କ ଉଚ୍ଛେଦ ପ୍ରସ୍ତାବ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।