Mute People May Express: କମାଲ୍ କଲେ ମସ୍କ ଏବେ ମନକଥା କହିପାରିବେ ମୂକ!

Sep 23, 2026 - 18:11
Mute People May Express: କମାଲ୍ କଲେ ମସ୍କ ଏବେ ମନକଥା କହିପାରିବେ ମୂକ!

"ବେଳେବେଳେ ବିଜ୍ଞାନ କେବଳ ନୂଆ ଜିନିଷ ଖୋଜେ ନାହିଁ।

ବରଂ ମଣିଷର ଜୀବନକୁ ହିଁ ବଦଳାଇଦିଏ।

ଏବେ ଏମିତି ଏକ ପ୍ରଯୁକ୍ତିକୁ ନେଇ ଚର୍ଚ୍ଚାରେ ରହିଛି ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ୍।

କଳ୍ପନା କରନ୍ତୁ ତ ଜଣେ ବ୍ୟକ୍ତି କଥା କହିପାରୁନାହାନ୍ତି।

ମୁହଁ ନଖୋଲି ମନରେ ନିଜ କଥା ଭାବୁଛନ୍ତି।

ଆଉ ସେହି ଭାବନାକୁ କମ୍ପ୍ୟୁଟର ଶବ୍ଦରେ ପରିଣତ କରୁଛି।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ମୁହଁ ନଖୋଲି ନିଜ ପତ୍ନୀଙ୍କୁ "ଆଇ ଲଭ୍ ୟୁ" କହୁଥିବା ଦେଖିବାକୁ ମିଳିଛି।

ଆଉ ଏହି ଦୃଶ୍ୟ ବିଜ୍ଞାନ ଓ ପ୍ରଯୁକ୍ତିର ନୂଆ ସମ୍ଭାବନାକୁ ନେଇ ଚର୍ଚ୍ଚା ବଢ଼ାଇଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।