MV Ocean Winner Sank Within Minutes; Two Chinese Sailors Survived on Life Raft
#ମାତ୍ର_୬_ମିନିଟ୍ରେ_ବୁଡିଥିଲା_ଜାହାଜ
ରାତି ୧୦ଟା ୩୧ ମିନିଟରେ ବୁଡିଥିଲା ଜାହାଜ । ପ୍ରଥମେ ଗୋଟିଏ ପଟକୁ ଢଳିଥିଲା MV Ocean Winner । ଢଳିବାର ୬/୭ ମିନିଟ ଭିତରେ ବୁଡିଥିଲା ଜାହାଜ । ବିପଦର ଗନ୍ଧ ବାରି ଆଲାର୍ମ ବଜାଇଥିଲେ କ୍ୟାପଟେନ୍
୨୪ କ୍ରିଉ ମେମ୍ବର ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ।ଜାହାଜ ଡେକରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ ୧୦ ଜଣ । ଅନ୍ୟ ୧୪ ଜଣ ଜାହାଜ ଭିତରେ ରହି ଯାଇଥିଲେ । ୮ ନାବିକ ସମୁଦ୍ର ଭଉଁରୀ ମଧ୍ୟରେ ପଡ଼ିଯାଇଥିଲେ
#MVOceanWinner#OceanWinner#Shipwreck#shipsinking#MaritimeDisaster#CrewMembers#RescueOperation#OdishaNews#Paradip#SeaDisaster#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।