New Low-Pressure System Likely Over Bay of Bengal Around October 23; Cyclone Speculation Grows

Oct 21, 2026 - 09:17
New Low-Pressure System Likely Over Bay of Bengal Around October 23; Cyclone Speculation Grows

#ପୁଣି_ଲଘୁଚାପ #ଆସୁଛି_ବଡ଼_ବର୍ଷା !
ବଙ୍ଗୋପସାଗରରେ ପୁଣି ଲଘୁଚାପ। ଆସନ୍ତା ୨୩ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ପୂର୍ବନୁମାନ କରିଛି, ଥାଇଲ୍ୟାଣ୍ଡ ଉପସାଗର ଓ ଏହା ସଂଲଗ୍ନ ଥାଇଲ୍ୟାଣ୍ଡ ଓ ମିଆଁମାର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆଜି ସକାଳ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ପରେ ୨୩ ତାରିଖ ବେଳକୁ ଏହା ଘନୀଭୂତ ହୋଇ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ତେବେ ସମ୍ଭାବ୍ୟ ଲଘୁଚାପ ଆଗକୁ ଅଧିକ ଘନୀଭୂତ ହେବ କି ନାହିଁ ସେନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ କିଛି ମଡେଲ୍ ଓ ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି, ସମ୍ଭାବ୍ୟ ଲଘୁଚାପ ଡିପ୍ରେସନ୍ ର ରୂପ ନେଇପାରେ। କିଛି ମଡେଲ୍ ବାତ୍ୟା ସୃଷ୍ଟି ନେଇ ବି ଆକଳନ କରୁଛନ୍ତି। ଏହାକୁ ନେଇ ଅକ୍ଟୋବରରେ ପୁଣି ସାଇକ୍ଲୋନ୍ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ନେଇ କୌଣସି ଆକଳନ କି ପ୍ରାକ୍ ସୂଚନା ଜାରି କରି ନାହିଁ। ...
#BayOfBengal#LowPressure#OdishaWeather#RainAlert#WeatherUpdate#IMD#CycloneWatch#OctoberRain#AndamanSea#WeatherForecast#HeavyRainPossibility#OdishaTV#OTV

Another low-pressure system is likely to develop over the Bay of Bengal around October 23, raising the possibility of renewed rainfall activity. According to the weather forecast cited in the report, a cyclonic circulation is currently active over the Gulf of Thailand and adjoining areas of Thailand and Myanmar. It is likely to move into the North Andaman Sea by this morning before intensifying into a low-pressure area over the Bay of Bengal around October 23.

The India Meteorological Department (IMD) has not forecast whether the system will intensify further. However, some weather models and meteorologists suggest that it could develop into a depression, while certain models indicate the possibility of cyclonic storm formation.

The possibility of another cyclone in October has therefore triggered fresh speculation. However, the IMD has not issued any forecast or advance warning of a potential cyclone at this stage.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।