NH 326 Road Blockage: ପାହାଡ଼ରୁ ଖସୁଛି ପଥର, ରାସ୍ତାରେ ଅଟକିଛି ଗାଡ଼ି

Oct 29, 2026 - 10:31
NH 326 Road Blockage: ପାହାଡ଼ରୁ ଖସୁଛି ପଥର, ରାସ୍ତାରେ ଅଟକିଛି ଗାଡ଼ି

ଗଜପତିରେ ପ୍ରବଳ ବର୍ଷା।

ଖସୁଛି ବଡ ବଡ ପଥର ଧସୁଛି ମାଟି ଅତଡା।

ଫଳରେ ଯାତାୟତରେ ପ୍ରଭାବିତ ହେଉଛନ୍ତି ଯାତ୍ରୀ।

ତେବେ ଗଜପତି ଜିଲ୍ଲା କମଳାପୁର ଛକ ନିକଟରେ ପାହାଡ଼ରୁ ପଥାର ଓ ମାଟି ଅତଡା ଖସି ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ପଡ଼ିଛି।

Advertisment ଫଳରେ ରାସ୍ତାର ଅଧା ଅଂଶ ଅବରୋଧ ହୋଇଥିବାରୁ ଭାରୀ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ପାହାଡ଼ରୁ ଆହୁରି ପଥର ଖସିବା ଆଶଙ୍କାରେ ଭୟଭୀତ ଗାଡ଼ି ଚାଳକମାନେ ରାସ୍ତାରେ ଅଟକି ରହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।