Nita Ambani : ଭାଇରାଲ୍ ହେଲା ନୀତା ଅମ୍ବାନୀଙ୍କ ହାର
"ଷ୍ଟାଇଲ୍ ଓ ଫ୍ୟାଶନ୍କୁ ନେଇ ଅମ୍ବାନୀ ପରିବାର ସବୁବେଳେ ଚର୍ଚ୍ଚାରେ ରହିଥାଏ ।
ଆଉ ଯେତେବେଳେ କଥା ନୀତା ଅମ୍ବାନୀଙ୍କ ଲୁକ୍ର ଆସିଥାଏ ସେତେବେଳେ ତାଙ୍କ ଶାଢ଼ୀଠାରୁ ଆରମ୍ଭ କରି ଗହଣା ପର୍ଯ୍ୟନ୍ତ ସବୁକିଛି ଉପରେ ନଜର ଅଟକିଯାଏ ।
ବିଭିନ୍ନ ପର୍ବପର୍ବାଣୀରେ ନୀତାଙ୍କ ଭିନ୍ନ ଭିନ୍ନ ଲୁକ୍ ଖୁବ୍ ଚର୍ଚ୍ଚା ସାଉଁଟିଥାଏ ।
ସେହିପରି ଗଣେଶ ଚତୁର୍ଥୀ ଅବସରରେ ମଧ୍ୟ ନୀତା ଅମ୍ବାନୀଙ୍କ ଲୁକ୍ ଖୁବ୍ ଆକର୍ଷଣୀୟ ଥିଲା ।
ହେଲେ ଏଥର ତାଙ୍କ ଶାଢ଼ୀଠାରୁ ଅଧିକ ଚର୍ଚ୍ଚାକୁ ଆସିଥିଲା ତାଙ୍କ ଗଳାରେ ଥିବା ବଡ଼ ହାର।
ଏହା କୌଣସି ସାଧାରଣ ନେକଲେସ୍ ନୁହେଁ , ଏହି ଅନନ୍ୟ ହାର ପଛରେ ୩ ବର୍ଷର ପରିଶ୍ରମ ସହ ୧୪ ଜଣ କୁଶଳୀ କାରିଗରଙ୍କ ହାତର କାରିଗରୀ ରହିଛି ।
ତେବେ କ"ଣ ରହିଛି ଏହି ହାରର ବିଶେଷତ୍ୱ?
କାହିଁକି ଏହାକୁ ତିଆରି କରିବାକୁ ଲାଗିଲା ଏତେ ସମୟ?
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।