Odisha Cancels Government Employees’ Leave Amid Cyclone Threat
#କର୍ମଚାରୀଙ୍କ_ଛୁଟି_ବାତିଲ୍
୨୬ ତାରିଖ ଅର୍ଥାତ ଆସନ୍ତା ସୋମବାରଠାରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ୨୭ ତାରିଖରେ ଅତି ପ୍ରବଳ ଏବଂ ୨୮ ଓ ୨୯ ତାରିଖରେ ଅତ୍ୟନ୍ତ ପ୍ରବଳ ବର୍ଷା ଅର୍ଥାତ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ଦେଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ସ୍ବରୂପ ୪୮ ଘଣ୍ଟା ଭିତରେ ଅସୁରକ୍ଷିତ ତୋରଣ ଓ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା କମିଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡପ ନିକଟରେ ଥିବା ବିପଦସଙ୍କୁଳ ଅସ୍ଥାୟୀ ନିର୍ମାଣକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନହଟାଇଲେ CMC ପକ୍ଷରୁ ହଟାଇବା ପାଇଁ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯିବ। ...ସେପଟେ ରେଡ୍ ଆଲର୍ଟରେ ଥିବା ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାରେ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟିକୁ ବାତିଲ୍ କରାଯାଇଛି। ତାସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଦିଆଯାଇଛି। ଏସବୁ ଭିତରେ ରିଲିଫ୍ ଓ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ସହ ଓଡ୍ରାଫ୍ ଓ NDRF ଟିମ୍ ସଜାଗ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ।..
#OTVShorts#OdishaCyclone#CycloneAlert#OdishaWeather#LeaveCancelled#HeavyRainfall#IMD#Cuttack#Puri#OdishaNews#OdishaTV#OTV
With a possible cyclonic storm approaching the Odisha coast, the state government has stepped up preparedness and cancelled the leave of government officials and employees in Puri, Ganjam, Gajapati and Khordha districts, directing them to report for duty immediately. The India Meteorological Department has forecast increasing rainfall from October 26, with extremely heavy to exceptionally heavy rainfall possible in parts of the state over the following days. In Cuttack, the district administration has directed the removal of unsafe puja arches, hoardings and temporary structures within 48 hours. The Cuttack Municipal Corporation may remove structures that are not cleared within the deadline. Revenue Minister Suresh Pujari said relief arrangements and cyclone shelters are being prepared, while ODRAF and NDRF teams remain on alert. The cyclone’s exact track and landfall location are yet to be confirmed.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।