Odisha CM’s Public Grievance Hearing on October 26 Postponed Amid Cyclone Threat
#୨୬ରେ_ମୁଖ୍ୟମନ୍ତ୍ରୀଙ୍କ_ଜନ_ଶୁଣାଣି_ସ୍ଥଗିତ
ଆସନ୍ତା ୨୬ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଆସନ୍ତା ସୋସାମବାର ଅକ୍ଟୋବର ୨୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଦିନ ଭୁବନେଶ୍ୱର ଅଶୋକ ନଗର ୟୁନିଟ–୨ କ୍ୟାପିଟାଲ ହସ୍ପିଟାଲଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି । ଯେଉଁମାନେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଅନଲାଇନ ଯୋଗେ ପଂଜୀକରଣ କରିଥିଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ପାଇଁ ପୁନଃ ପଂଜୀକରଣ କରିବାର ଆବଶ୍ୟକ ନାହିଁ । ସେମାନଙ୍କ ଲାଗି ଭୁବନେଶ୍ବର ଠାରେ ହେବାକୁ ଥିବା
ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
#OTVShorts#OdishaCM#PublicGrievanceHearing#OdishaGovernment#CycloneAlert#BhubaneswarNews#OdishaNews#CMGrievance#AshokNagar#GovernmentUpdate#PublicNotice#OdishaPolitics#OdishaTV#OTV
The Odisha Chief Minister’s public grievance hearing scheduled for Monday, October 26, has been postponed in view of the possibility of a cyclone. The hearing was scheduled to take place at the Government Primary School near Capital Hospital in Unit-II, Ashok Nagar, Bhubaneswar. According to the General Administration and Public Grievances Department, people who had registered online to meet the Chief Minister on that day do not need to register again for the next grievance hearing. The date of the next public grievance hearing in Bhubaneswar will be communicated through the media. The decision has been taken as a precautionary measure amid the possible cyclone situation.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।