Odisha Faces Three Days Of Protests: ୨୮ରେ ବିଜେଡି, ୨୯ରେ କଂଗ୍ରେସ; ରାଜଧାନୀରେ ବଢିବ ଆନ୍ଦୋଳନର ତାତି
ସେପଟେ ଏମଏମଡିଆର ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଆସନ୍ତା ୨୮ ଓ ୨୯ରେ ବିଧାନସଭା ଘେରିବାକୁ ଯାଉଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ୨୮ରେ ବିଜେଡି ବିଧାନସଭା ଘେରାଉ କରିବାକୁ ଥିବା ବେଳେ ୨୯ ତାରିଖରେ ଏମଏମଡିଆର ପ୍ରସଙ୍ଗରେ ଲୋୟର ପିଏମଜି ବଡ଼ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି କଂଗ୍ରେସ। ସେପଟେ ଆସନ୍ତା ୩୦ରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।