Odisha Festival Melody Nights Feel Incomplete: ପାର୍ବଣରେ ମେଲୋଡି ଜମିଲା, ହେଲେ ଅଭିଜିତ ଓ ହ୍ୟୁମାନଙ୍କୁ ଝୁରିଲେ ଦର୍ଶକ

Oct 22, 2026 - 09:51
Odisha Festival Melody Nights Feel Incomplete: ପାର୍ବଣରେ ମେଲୋଡି ଜମିଲା, ହେଲେ ଅଭିଜିତ ଓ ହ୍ୟୁମାନଙ୍କୁ ଝୁରିଲେ ଦର୍ଶକ

ପାର୍ବଣ ଜମେ ମେଲୋଡି। ପୂଜା ପେଣ୍ଡାଲ ସାଂସ୍କୣତିକ କାର୍ଯ୍ୟକ୍ରମରେ ମେଲୋଡିର ରହିଛି ସ୍ବତନ୍ତ୍ର ସ୍ଥାନ। ମାସକ ଆଗରୁ ମେଲୋଡି ଅର୍କେଷ୍ଟ୍ରାକୁ ବୁକ କରିଥାନ୍ତି ପୂଜା କମିଟି। ଏବର୍ଷ ମଧ୍ୟ ଜମିଥିଲା ମେଲୋଡି ନାଇଟ, କିନ୍ତୁ ଶୁଣିବାକୁ ମିଳିନଥିଲା ମେଲୋଡି କିଙ୍ଗ ଅଭିଜିତ ମଜୁମଦାର ଓ ହ୍ୟୁମାନ ସାଗରଙ୍କୁ। ଦର୍ଶକ ଏହି ଦୁଇ ବିଶିଷ୍ଟ ସଙ୍ଗୀତ କଳାକାରଙ୍କ ଗୀତକୁ ମନେପକାଇ ତାଙ୍କୁ ଝୁରିଛନ୍ତି। ଓଡି଼ଶାର ପାର୍ବଣରେ ମେଲୋଡିରେ ମଞ୍ଚ ଦୁଲୁକାଉ ଥିବ ଏହି ଦୁଇ କଳାକାରଙ୍କୁ ଏବର୍ଷ ମଞ୍ଚରେ ଦେଖିବାକୁ ମିଳିନଥିଲା। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।