Odisha Government Slashes PUCC Fines: PUCC ଜରିମାନା କମାଇଲେ ସରକାର, ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି

Sep 02, 2026 - 20:42
Odisha Government Slashes PUCC Fines: PUCC ଜରିମାନା କମାଇଲେ ସରକାର, ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି

Odisha Government Slashes PUCC Fines: PUCC ଜରିମାନା କମାଇଲେ ସରକାର, ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି

ଗାଡ଼ି ମାଲିକ ଓ ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତି। ହ୍ରାସ ପାଇଛି ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ଜରିମାନା। ଏଣିକି PUCC ଉଲ୍ଲଂଘନ କ୍ଷେତ୍ରରେ ଜରିମାନା ପରିମାଣ ହଜାରେରୁ ୬ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର।

author-image
Manoj Kumar Rout
02 Sep 2026 20:38 IST

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।