Odisha Pays Tribute to Martyr Cops on 67th Police Commemoration Day
#ସହିଦ_ପୋଲିସଙ୍କୁ_ଶ୍ରଦ୍ଧାଞ୍ଜଳି
ନକ୍ସଲ ଅପରେସନ୍ ଠାରୁ ଆରମ୍ଭ କରି ଅପରାଧୀଙ୍କ ବିରୋଧରେ ଲଢ଼େଇ ବେଳେ ସହିଦ ହୋଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି । କଟକ ବକ୍ସି ବଜାରସ୍ଥିତ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଛି। ଏଥିରେ ପୋଲିସ ଡିଜି ବିନୟତୋଷ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଛନ୍ତି। ଏହି ଅବସରରେ ଡିଜିପି କହିଛନ୍ତି, ନକ୍ସଲ ହୁଅନ୍ତୁ କିମ୍ବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କିମ୍ବା ଯେକୌଣସି ଅପରାଧୀ। ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ୍ ଦିଆଯିବ। ଏଥିପାଇଁ ପୋଲିସ ଶହୀଦ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଏହି ଅବସରରେ କହିଛନ୍ତି। ୨୦୦୦ ମସିହା ବେଳକୁ ଶହୀଦ ହୋଇଥିବା ପୋଲିସଙ୍କ ସଂଖ୍ୟା ହଜାର ଉପରେ ରହୁଥିଲା, ହେଲେ ଏବେ ତାହା ସହେ ତଳକୁ ହ୍ରାସ ପାଇଛି। ଆଗାମୀ ସମୟରେ ଏହା ଆହୁରି ହ୍ରାସ ପାଇବ ବୋଲି ଆକଳନ କରିଛନ୍ତି ଡିଜିପି।
#PoliceCommemorationDay#PoliceMartyrs#OdishaPolice#DGP#BinaytoshMishra#Cuttack#PoliceHeadquarters#NaxalOperations#LawrenceBishnoiGang#PoliceTribute#PoliceForce#OdishaNews#OdishaTV#OTV
Tributes were paid to police officers and personnel who laid down their lives during anti-Naxal operations and in the fight against criminals. The 67th Police Commemoration Day was observed at the Police Headquarters in Buxi Bazaar, Cuttack. DGP Binaytosh Mishra and other senior officers paid floral tributes to the martyrs and presented a Guard of Honour. Speaking on the occasion, the DGP said the police would respond firmly to Naxals, the Lawrence Bishnoi gang and other criminals, adding that the force was prepared to make the supreme sacrifice in the line of duty. He also noted that while the number of police personnel martyred annually was over 1,000 around 2000, it has now fallen below 100, expressing hope that the figure would decline further in the coming years.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।