Odisha to Have a Single Board for Class 10 and 12 Examinations
#ଦଶମ_ଦ୍ବାଦଶ_ଗୋଟିଏ_ବୋର୍ଡ #କାହିଁକି ?
ରାଜ୍ୟରେ ଦଶମ ଓ ଦ୍ୱାଦଶ ପାଇଁ ଏଣିକି ରହିବ ଗୋଟିଏ ବୋର୍ଡ।ଗଣଶିକ୍ଷା ବିଭାଗ ଏ ନେଇ ସୂଚନା ପ୍ରଦାନ କରିଥିଲେ। ଗୋଟିଏ ବୋର୍ଡ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ BSE ଓ CHSE ଅଲଗା ଅଲଗା ବୋର୍ଡ ରହିବ ନାହିଁ। CBSE ଭଳି ନୂଆ ବୋର୍ଡ ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ପରିଚାଳନା କରିବ। ଗୋଟିଏ ବୋର୍ଡ ହେଲେ ପାଠ୍ୟକ୍ରମ ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନାରେ ସୁବିଧା ହେବ। ଏଥିପାଇଁ ଡ୍ରାଫ୍ଟ ଆଇନ ପ୍ରସ୍ତୁତ କରାଯାଉଥିବା କହିଥିଲେ ଗଣଶିକ୍ଷା ସଚିବ।
The Odisha government is planning a single education board for Class 10 and Class 12 examinations, replacing the existing separate BSE and CHSE structures.
#Odisha#OdishaEducation#EducationReform#BSE#CHSE#BoardExam#Class10#PlusTwo#MatricExam#CHSEExam#UnifiedBoard#OdishaNews#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।