Omfed Milk: ଅକ୍ଟୋବର ୪ରୁ ବଢ଼ିବ ଓମଫେଡ୍ କ୍ଷୀର ଦର, ଲିଟର ପିଛା ମହଙ୍ଗା ହେବ ୨ରୁ ୪ ଟଙ୍କା
"ଭୁବନେଶ୍ବର: ଆଗାମୀ ଅକ୍ଟୋବର ୪ ତାରିଖରୁ ଓମଫେଡ୍ କ୍ଷୀର ଦର ବୃଦ୍ଧି ହେବ।
ଲିଟର ପିଛା ଓମଫେଡ୍ କ୍ଷୀର ଦର ୨ରୁ ୪ଟଙ୍କା ଯାଏ ବଢ଼ିବ।
ମିଳିଥିବା ସୂଚନା ଅନୁଯାୟୀ, ଟୋନ୍ଡ୍ ମିଲ୍କର ମୂଲ୍ୟ ଲିଟର ପିଛା ୪ ଟଙ୍କା ବୃଦ୍ଧି ହେବ।
୫୪ ଟଙ୍କାରୁ ବଢ଼ି ୫୮ ଟଙ୍କା ପ୍ରତି ଲିଟର ହେବ।
୫୦୦ ମିଲିଲିଟର ଟୋନ୍ଡ୍ ମିଲ୍କ ପ୍ୟାକେଟ୍ର ଦାମ୨ ଟଙ୍କା ବଢ଼ିବ।Advertisment ଗୋଲ୍ଡ ପ୍ଲସ୍ ମିଲ୍କ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ପ୍ରିମିୟମ୍ ମିଲ୍କ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ।
ଏହାର ମୂଲ୍ୟ ୫୮ ଟଙ୍କାରୁ ବଢ଼ି ୬୦ ଟଙ୍କା ପ୍ରତି ଲିଟର ହେବ।
ଏଣେ ଗୋଲ୍ଡ ପ୍ଲସ୍ ମିଲ୍କ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ।
ଏହାର ଦର ୬୪ ଟଙ୍କାରୁ ବଢ଼ି ୬୬ ଟଙ୍କା ପ୍ରତି ଲିଟର ହେବ।
Excise Raid: ଗାନ୍ଧୀ ଜୟନ୍ତୀରେ ଅବକାରୀ ଚଢ଼ଉ, ଦେଶୀ ଓ ବିଦେଶୀ ମଦ ଜବତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।