Orange Warning For Five Districts: ଭିଜାଇବ ବାତ୍ୟା ମୁରାସୁ; କାଲିଠୁ ବର୍ଷା ନେଇ ସତର୍କ ସୂଚନା, ବୁଡାଇବ ୫ ଜିଲ୍ଲା!

Nov 01, 2026 - 16:35
Orange Warning For Five Districts: ଭିଜାଇବ ବାତ୍ୟା ମୁରାସୁ; କାଲିଠୁ ବର୍ଷା ନେଇ ସତର୍କ ସୂଚନା, ବୁଡାଇବ ୫ ଜିଲ୍ଲା!

ଆସୁଛି ବାତ୍ୟା ମୁରାସୁ, ପୁଣି ଦକ୍ଷିଣ ଓଡ଼ିଶାକୁ ଭିଜାଇବ।

କାଲିଠୁ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

କାଲି ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

୩ ତାରିଖରେ ବଢ଼ିବ ବର୍ଷା ପରିମାଣ।

ଏଥିପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Advertisment ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ।

ବାକି ଜିଲ୍ଲାଗୁଡ଼ିକୁ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

୪ ତାରିଖରେ ବି ସାରା ଓଡ଼ିଶାକୁ ବର୍ଷା ପବନ ନେଇ ୱାର୍ଣ୍ଣି ଜାରି ହୋଇଛି।

୨ ଓ ୩ ରେ ପ୍ରବଳ ବର୍ଷିବ ଦକ୍ଷିଣ ଓଡ଼ିଶାକୁ ଭିଜାଇବ ବାତ୍ୟା ମୁରାସୁ କାଲିଠୁ ବର୍ଷା ନେଇ ସତର୍କ ସୂଚନା କାଲି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ୩ ତାରିଖରୁ ବଢ଼ିବ ବର୍ଷା ପରିମାଣ ୩ରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରୁ ଅରେଞ୍ଜ ୱାର୍ଣ୍ଣିଂ ୩ରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ୪ରେ ସାରା ଓଡ଼ିଶାକୁ ବର୍ଷା ପବନ ନେଇ ୱାର୍ଣ୍ଣିଂ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।