OUSSSC Job Aspirants Stage Unique Protest at Lower PMG, Demand Revised Notification
#ଅଭିନବ_ପ୍ରତିବାଦ #ଆଣ୍ଠେଇଲେ #କାନ_ଧରିଲେ
ଚାକିରି ପାଇଁ ଲୋୟର ପିଏମଜିରେ ଆଶାୟୀଙ୍କ ଅଭିନବ ପ୍ରତିବାଦ । ଦାବି ପୂରଣ ପାଇଁ ଅହୋରାତ୍ର ଧାରଣା ଦେଇଛନ୍ତି OUSSSC ଆଶାୟୀ । ଗତକାଲି ରଶି ଧରି ଜୀବନ ହାରିବାକୁ ଚେତାବନୀ ଦେଇଥିବା ବେଳେ ଆଜି କାନ ଧରି ଆଣ୍ଠେଇ ପ୍ରତିବାଦ କରିଛନ୍ତି ଆଶାୟୀ। ବିଜ୍ଞପ୍ତିରେ ପରିବର୍ତ୍ତନ କରି ପୁନଃ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରିଛନ୍ତି। ଆଶାୟୀଙ୍କ ମୁଖ୍ୟ ଦାବି ହେଉଛି OUSSSC ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ପରିବର୍ତ୍ତନ କରି ପୁନଃ ବିଜ୍ଞପ୍ତି ପ୍ରକାଶ କରାଯାଉ। SEBC ବର୍ଗଙ୍କ ପାଇଁ ୧୧.୫ ପ୍ରତିଶତ ସଂରକ୍ଷଣ ସହ UR ସିଟ୍ ରେ ମଧ୍ୟ ସୁଯୋଗ ଦେବାକୁ ଦାବି ହୋଇଛି। ସେପଟେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଧାୟକ ଅରୁଣ ସାହୁ। ସରକାର ଦୋମୁହାଁ ନୀତି ଆପଣାଇ SEBC ବର୍ଗଙ୍କ ଅଧିକାର କ୍ଷୁଣ୍ଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଆସନ୍ତା ୧୨ ତାରିଖରୁ OUSSSC ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବାକୁ ଥିବା ବେଳେ ପୁନଃ ବିଜ୍ଞପ୍ତି ପ୍ରକାଶ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆଶାୟୀ। ତେବେ ଘଟଣା ନେଇ OUSSSC କିମ୍ବା ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
#OTVShorts#OUSSSC#JobAspirants#LowerPMG#Bhubaneswar#SEBCReservation#ReservationPolicy#GovernmentJobs#ArunSahu#RecruitmentNews#OdishaNews
OUSSSC job aspirants have intensified their round-the-clock protest at Lower PMG in Bhubaneswar, demanding changes to the recruitment notification and its reissue. After warning of ending their lives with a rope yesterday, the protesters staged an unusual demonstration today by kneeling down and holding their ears. Their key demands include 11.5% reservation for the SEBC category and an opportunity to compete for Unreserved (UR) seats as well. MLA Arun Sahu joined the protest and alleged that the government was adopting double standards and depriving the SEBC community of its rights. With the application process for the OUSSSC examination scheduled to begin on the 12th, the aspirants have warned that their protest will continue until a revised notification is issued. Neither OUSSSC nor the government has issued a response so far.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।