Patient Death Sparks Tension in Bhuvan, Youth Chases Doctor With Machete

Sep 27, 2026 - 00:12
Patient Death Sparks Tension in Bhuvan, Youth Chases Doctor With Machete

#କଟୁରୀ_ଧରି_ଡାକ୍ତରଙ୍କୁ_ଗୋଡ଼ାଇଲେ
ଭୁବନରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ! କଟୁରୀ ଧରି ଡାକ୍ତରଙ୍କୁ ଗୋଡ଼ାଇଲେ ଯୁବକ । CCTVରେ କଏଦ ହେଲା ଆକ୍ରମଣ ଉଦ୍ୟମ ସମୟର ଦୃଶ୍ୟ । ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ରୋଗୀଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ପରିବାର ସଦସ୍ୟଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଦାୟିତ୍ୱରେ ଥିବା ଡାକ୍ତର । ସୂଚନା ଅନୁସାରେ, ଭୁବନ ଏନଏସିର ୩ ନମ୍ବର ୱାର୍ଡ ଗୋଡ଼ିପାଟଣା ସାହିର ବିଦ୍ୟାଧର ମଲ୍ଲିକ ଅସୁସ୍ଥ ହେବାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ପରିବାର ଲୋକେ । ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ କଟକ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ତେବେ ପରିବାର ଲୋକ ତାଙ୍କୁ ବଡ଼ ଡାକ୍ତରଖାନା ନେଇନଥିଲେ ।ଆଜି ବିଦ୍ୟାଧରଙ୍କ ମୃତ୍ୟୁ ପରେ ହସ୍ପିଟାଲ୍ ପରିସରରେ ଦେଖାଦେଇଥିଲା ଉତ୍ତେଜନା । ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ କଟୁରୀ ଧରି ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଡାକ୍ତର ଥାନାରେ ଅଭିଯୋଗ କରିଥିବାବେଳେ ପୋଲିସ ତଦନ୍ତ କରୁଛି ।
#Bhuvan#Dhenkanal#DoctorAttack#PatientDeath#HospitalTension#CCTV#DoctorSafety#OdishaNews#HealthNews#OdishaTV#OTV

Tension erupted at Bhuvan Community Health Centre in Dhenkanal after a patient died. The family of Bidyadhar Mallik alleged that the doctor on duty was abused and chased with a machete in an attempted attack, with the incident captured on CCTV. The doctor had advised shifting Bidyadhar to Cuttack after his condition did not improve, but the family did not take him to a bigger hospital. The doctor has lodged a police complaint and an investigation is underway.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।