PM Modi Unveils ₹13,000 Crore Projects in Tamil Nadu, Inaugurates Chennai Metro Yellow Line
#ତାମିଲନାଡୁକୁ_୧୩ହଜାର_କୋଟିର_ପ୍ରକଳ୍ପ_ଭେଟି
ତାମିଲନାଡୁକୁ ୧୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ଚେନ୍ନାଇ ମେଟ୍ରୋର ଫେଜ୍-୨ ୟେଲୋ ଲାଇନର ଉଦଘାଟନ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ତାମିଲନାଡୁ ଗସ୍ତ ସମୟରେ ମୋଦି ଆଇଆଇଟି ମାଡ୍ରାସ ପରିସରରେ ଥିବା ଭଗବାନ ଶିବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେଠାରେ ଥିବା ବ୍ରେନ୍ ସେଣ୍ଟର ପରିଦର୍ଶନ କରି ମାନବ ମସ୍ତିଷ୍କ ସମ୍ପର୍କିତ ଗବେଷଣା ବିଷୟରେ ବିଶେଷଜ୍ଞଙ୍କଠାରୁ ସୂଚନା ନେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ନିଜର ସଂସ୍କୃତି ଓ ଐତିହ୍ୟରୁ ପ୍ରେରଣା ନେଇ ବିକାଶ ପଥରେ ଆଗକୁ ବଢ଼ୁଛି। ବିଜ୍ଞାନରେ ଅଗ୍ରଗତି ଓ ଆଧୁନିକ ସୁବିଧା ଲୋକଙ୍କ ଜୀବନକୁ ସହଜ କରିବା ସହ ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମରେ ତାମିଲନାଡୁର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଓ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଉପସ୍ଥିତ ଥିଲେ ।
#PMModi#TamilNadu#ChennaiMetro#OdishaNews#DevelopmentProjects#YellowLine#MetroRail#IITMadras#ScienceAndTechnology#YouthEmployment#InfrastructureDevelopment#TamilNaduNews#OdishaTV#OTV
Prime Minister Narendra Modi has unveiled development projects worth ₹13,000 crore in Tamil Nadu, including the inauguration of the Chennai Metro Phase II Yellow Line and the launch of several other projects. During his visit, he offered prayers at the Lord Shiva temple on the IIT Madras campus and visited the Brain Centre to learn about research on the human brain from experts. Addressing the programme, the Prime Minister said India is moving forward on the path of development, drawing inspiration from its culture and heritage. He added that scientific progress and modern facilities would make life easier for citizens and create new employment opportunities for the youth. Tamil Nadu Governor Rajendra Vishwanath Arlekar and Chief Minister C. Joseph Vijay were also present at the event.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।